ତାଜା ଖବର ରାଜ୍ୟ ତାଳ ହେଲା କାଳ; ଗଲା ହାତୀ ଛୁଆର ଜୀବନ September 2, 2024 Nirvay ଭୁବନେଶ୍ବର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ସାଜିଛି ତାଳ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଓୟୁଏଟି ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ। ତାଳ ଖାଇବା ପରେ ହାତୀଛୁଆର ତଣ୍ଟିରେ ଲାଖି…
ତାଜା ଖବର ରାଜ୍ୟ ସପ୍ତାହକରେ ୩୪୧୪ ଅବକାରୀ ମାମଲା, ୧୮୩୬ ଜଣ ଗିରଫ September 2, 2024 Nirvay ସପ୍ତାହବ୍ୟାପୀ ଚାଲିଥିବା ଅଭିଯାନର ସୂଚନା ଦେଇଛି ଅବକାରୀ ବିଭାଗ। ସପ୍ତାହକ ମଧ୍ୟରେ ୩୪୧୪ ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୮୩୬ ଜଣ ଗିରଫ ହୋଇଛନ୍ତି। ୧,୭୩,୫୧୬ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି। ୧୬,୧୫,୨୭୦ କେଜି ପୋଚ…
ତାଜା ଖବର ରାଜ୍ୟ ଚିକିଟି ମଦ ବିଭୀଷିକା; ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି September 2, 2024 Nirvay ନକଲି ଓ ବିଷାକ୍ତ ମଦ ପିଇ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ବିଷାକ୍ତ ମଦ ପିଇ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ…
ତାଜା ଖବର ରାଜ୍ୟ ଗୃହରେ ହିନ୍ଦୀ କହିବାକୁ ବାରଣ September 2, 2024 Nirvay ବିଧାନସଭାରେ ହିନ୍ଦୀରେ ବକ୍ତବ୍ୟ ଦେବାକୁ ଉପବାଚସ୍ପତି ବାରଣ କରିଛନ୍ତି । ତେଲକୋଇ ବିଧାୟକ ଫକୀର ନାଏକ ହିନ୍ଦୀରେ କହିବା ବେଳେ ବାରଣ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ହିନ୍ଦୀରେ କହିବାକୁ ବିରୋଧ। ଓଡ଼ିଆରେ କହିବାକୁ ପରାମର୍ଶ…
ତାଜା ଖବର ରାଜ୍ୟ ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ September 2, 2024 Nirvay ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି। କେବଳ ଭାରପ୍ରାପ୍ତ ଅଧିକାରୀ ନୁହନ୍ତି, ଥାନାମାନଙ୍କରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ଏସଆଇ, କନଷ୍ଟେବଳ ମଧ୍ୟରେ ସମ୍ପୂର୍ଣ ବଦଳି କରାଯାଇଛି। ପୋଲିସ ବଦଳି କ୍ଷେତ୍ରରେ ଏହା ବୋଧହୁଏ ସବୁଠୁ…
ତାଜା ଖବର ଦେଶ ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ September 2, 2024 Nirvay ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…
ତାଜା ଖବର ରାଜ୍ୟ ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ September 2, 2024 Nirvay ପାରାଦୀପ ବାଉରିଆପାଳନ୍ଦାରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଅଲଗା ହୋଇଯାଇଛି ୧୭ଟି ବଗି। ଗୋଟିଏ ବଗି ଓଲଟିଛି, ଗୋଟିଏ ଅଧା ଅଣେଇ ହୋଇରହିଛି । ଟ୍ରାକରୁ ବାହାରି ବଗି ଲାଇନଚ୍ୟୁତ ହୋଇଯାଇଛି।
ତାଜା ଖବର ରାଜ୍ୟ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ September 2, 2024 Nirvay ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର,…
ତାଜା ଖବର ରାଜ୍ୟ ନନ୍ଦନକାନନକୁ ଆସିଲେ ୨ ଜିରାଫ September 2, 2024 Nirvay କୋଲକାତା ଆଲିପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଦେଢ଼ ବର୍ଷର ପୁରୁଷ ଓ ୧୩ ମାସର ମାଈ ଜିରାଫ ଆସିଛନ୍ତି । ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର…
ତାଜା ଖବର ରାଜ୍ୟ ବିଶ୍ୱର ବଡ଼ ରାଜନୈତିକ ଦଳର ସଦସ୍ୟ ଭାବେ ଆଚ୍ଚରଣ ଓ ଉଚ୍ଚାରଣ ଠିକ ରଖନ୍ତୁ September 1, 2024 Nirvay ନିର୍ବାଚନ ଏବଂ ନିର୍ବାଚନ ପରବର୍ତ୍ତୀ ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ ଆଚରଣ…