Author: Nirvay

ସ୍କ୍ରବ୍‌ ଟାଇଫସ୍‌ରେ ସପ୍ତାହକରେ ୩ ମୃତ

ସ୍କ୍ରବ୍‌ ଟାଇଫସ୍‌ର ମାମଲା ଦିନକୁ ଦିନ ବଢିଚାଲିଛି। ଏପର୍ଯ୍ୟନ୍ତ ସରକାରୀ ହସ୍ପିଟାଲରେ ୩ ସ୍କ୍ରବ୍‌ ଟାଇଫସ୍‌ ରୋଗୀଙ୍କୁ ଚି଼ହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ବେସରକାରୀ ଭାବେ ବରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ୨୫ ରହିଛି। ସପ୍ତାହକ…

ମାଲକାନଗିରିରେ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଆରଡିସି

ଲଗାଣ ବର୍ଷାରେ ମାଲକାନଗିରି ସ୍ଥିତି ବେହାଲ ହୋଇଛି। ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଷନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ପୋଟେରୁ, ଏମଭି-୭ ଓ ଏମଭି-୧୯ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ପରିଦର୍ଶନ…

ସିଏଜି ରିପୋର୍ଟ; କାଳିଆ ନାଁରେ ୭୮୨ କୋଟି ନେଇଗଲେ ଅଯୋଗ୍ୟ ହିତାଧିକାରୀ

କାଳିଆ ଯୋଜନା ନାଁରେ ମଧ୍ୟ ଅନିୟମିତତା ହୋଇଛି। ଅଯୋଗ୍ୟ କାଳିଆ ହିତାଧିକାରୀ ୭୮୨ କୋଟି ଟଙ୍କା ନେଇଯାଇଛନ୍ତି। କାଳିଆ ନେଇ ସିଏଜି ରିପୋର୍ଟରେ ଆଖି ତରାଟି ହୋଇଗଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ…

ସିଏଜି ରିପୋର୍ଟ; ଜାଲ ପ୍ରମାଣପତ୍ର ମାଧ୍ୟମରେ ବୃତ୍ତି ଟଙ୍କା ହଡପ

ବିଧାନସଭାରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଜାଲ ପ୍ରମାଣପତ୍ରରେ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୯୭ ଲକ୍ଷର ବୃତ୍ତି ଟଙ୍କା ହଡପ ହୋଇଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଯାଞ୍ଚ ନକରିବାରୁ ୯୭.୩୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଦର୍ଶାଯାଇଛି।…

ସିଏଜି ରିପୋର୍ଟ; ୧୦ କୋଟିର ରାଜସ୍ୱ ଅନାଦାୟ

ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି। ତହସିଲଦାରଙ୍କ ପାଇଁ ୧୦ କୋଟିର ରାଜସ୍ୱ ଅନାଦାୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଲଘୁ ଖଣିଜ ପଦାର୍ଥ ଲିଜ୍‌ଧାରୀଙ୍କଠାରୁ ଅଗ୍ରୀମ ରୟାଲିଟି ଆଦାୟ କରିବା କଥା, ହେଲେ ବାଙ୍ଗିରିପୋଷି ତହସିଲଦାର…

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏହା କହିଛନ୍ତି। ଜିଲ୍ଲାସ୍ତରୀୟ କମିଟି ନିୟମିତ…

ରାଜ୍ୟରେ ଦୁଇଶହ ଗୋଶାଳା ହେବ

ଓଡ଼ିଶାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଅନେକ ଗୋପାଲରେନ କରି ଜୀବିକା ନିର୍ବାହ କରନ୍ତି। ତେବେ ଗୋପାଳନ ପ୍ରୋତ୍ସାହନ ଦେବା ସହ ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଛନ୍ତି। ରାଜ୍ୟରେ ୨୦୦ ଗୋଶାଳା ହେବ।…

୫ଟି ସ୍କୁଲ ବିଜୁଳି ବିଲ୍ ପୈଠ ହୋଇନି

ବିଜେଡି ସରକାର ୫ଟି ସ୍କୁଲ ନାଁରେ ପ୍ରହସନ କରିଛି। ୫ଟିରେ ସ୍ମାର୍ଟ ସ୍କୁଲ, ସ୍ମାର୍ଟ କ୍ଳାସ, ସ୍ମାର୍ଟ ଲାବ୍ରେରୀ ନାଁରେ ଅନେକ ଦୁର୍ନୀତି ହେରିଥିବା ଅଭିଯୋଗ ଆସିଛି। ଏସବୁ ମଧ୍ୟରେ ଏବେ ୫ଟି ସ୍କୁଲର ବିଜୁଳି ବିଲ ପେମେଣ୍ଟ ହୋଇନି ବୋଲି…

ମହାପ୍ରଭୁଙ୍କ ବେଳାଭୂମିରେ ମଦ କାରବାର ଚଳିବ ନାହିଁ

ଜଗନ୍ନାଥ ଧାମ ଭଳି ପବିତ୍ର ସ୍ଥାନର ବେଳାଭୂମିରେ ମଦ କାରବାର ଚଳିବ ନାହିଁ । ରାଜ୍ୟ ସରକାରଙ୍କ ବେଳାଭୂମିରେ ମଦ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ଏ ନେଇ…

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ମାଡ଼ ଖାଇଲେ ଅଙ୍ଗନବାଡି କର୍ମୀ

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ଅଙ୍ଗନବାଡି କର୍ମୀ ମାଡ଼ ଖାଇଛନ୍ତି । ଭୁଲବଶତଃ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଫର୍ମ ଦେଇଥିଲେ। ପରେ ସୁଭଦ୍ରା ଫର୍ମ ଫେରାଇ ନେବାକୁ ନେଇ ଗଣ୍ଡଗୋଳ ହେବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ହୋଇଥିବା…