Author: Nirvay

ଇସ୍ତଫା ଦେବେ କି ମମତା ବାନାର୍ଜୀ !

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାରେ ଆନ୍ଦୋଳନ ଏବେ ବି ଜାରି ରହିଛି। ଜୁନିୟର ଡାକ୍ତରମାନେ ମମତା ବାନାର୍ଜୀ ସରକାରକୁ ବିରୋଧ କରୁଥିବା ବେଳେ ବିବାଦ ଲାଗି ରହିଛି। ଜୁନିୟର ଡାକ୍ତର ନ୍ୟାୟ ଦାବିରେ ଧର୍ମଘଟରେ ବସିଛନ୍ତି। ତେବେ ଧର୍ମଘଟ ବନ୍ଦ…

ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଜିଲାରେ ବର୍ଷା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ହେଲିକପ୍ଟର ଯୋଗେ ମାଲକାନଗିରିରେ ପହଞ୍ଚିବେ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀଙ୍କ…

ମୃତ ବାପା-ମା’ଙ୍କ ଚାକିରି ପାଇବେ ଝିଅ

ରାଜ୍ୟ କ୍ୟାବିନେଟ ବୈଠକରେ ଆଉ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଚାକିରି ଥିବା ବାପା-ମା’ଙ୍କ ମୃତ୍ୟୁ ପରେ ଝିଅଙ୍କୁ ଚାକିରି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଥଇଥାନ ଯୋଜନାରେ ନିର୍ଭରଶୀଳ ଥିବା…

ରାଜ୍ୟ ୟୁନିଫର୍ମ ସର୍ଭିସରେ ଅଗ୍ନିବୀରଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହୋଇଥିବା ବେଳେ କେତେକ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରୁ ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟକାଳ ପରେ…

ସୁଭଦ୍ରା ଆବେଦନ ପାଇଁ ମୋବାଇଲ କିଣିବାକୁ ପତ୍ନୀଙ୍କ ଗହଣା ବନ୍ଧା ରଖିଲେ

ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଓଟିପି ଓ ଆଧାର ଲିଙ୍କ ଆବଶ୍ୟକ ପଡୁଛି। ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଜଣେ ଆଦିବାସୀ ବ୍ୟକ୍ତି ସୁଭଦ୍ରା ଆବେଦନ ପାଇଁ ସ୍ତ୍ରୀଙ୍କ ଗହଣା ବନ୍ଧା ରଖି ମୋବାଇଲ କିଣିଛନ୍ତି। ତେଣୁ ଓଟିପି ପାଇଁ ନୂଆ…

ସୁଭଦ୍ରା ଆବେଦନ ପାଇଁ ଅର୍ଥ ମାଗି ୨ କର୍ମଚାରୀ ଗିରଫ

ସୁଭଦ୍ରା ଯୋଜନା ଆବେଦନ ନେଇ ଅନେକ ସ୍ଥାନରେ ଅନିୟମିତତା ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ବୋଲି ସରକାର କହୁଥିବା ବେଳେ କେତେକ ଜନସେବା ଓ ମୋ ସେବା କେନ୍ଦ୍ର କର୍ମଚାରୀ ଅର୍ଥ ଦାବି କରୁଛନ୍ତି। ଏଭଳି…

ଆସନ୍ତା ଦୁଇଦିନ ପ୍ରବଳ ବର୍ଷା

ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ। କାଲିଠୁ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଘୁର୍ଣ୍ଣିବଳୟ ସକ୍ରିୟ ହୋଇଥିବାରୁ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗ ଦେଇ ଉପକୂଳବର୍ତ୍ତୀ ବାଂଲାଦେଶକୁ ଆସିବାର ସମ୍ଭାବନା ରହିଛି । ଏହି ଘୁର୍ଣ୍ଣିବଳୟ…

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଯିବା ଘଟଣାରେ ପୋଲିସର ତନାଘନା

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଦଧିନଉତି ଉପରକୁ ଜଣେ ବ୍ୟକ୍ତି ଚଢିଯିବା ଘଟଣାରେ ପୋଲିସର ତନାଘନା ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଓ କାହିଁକି ସେ ଦଧିନଉତି ଉପରକୁ ଚଢିଯାଇଥିଲେ, ସେ ନେଇ ପୋଲିସ…

ସିଏଜି ରିପୋର୍ଟ: ପାଣିରେ ପଡିଛି ସମବାୟ ବିଭାଗର ୮ କୋଟି

ସମବାୟ ବିଭାଗ ଭ୍ରାମ୍ୟାମାଣ ଏଟିଏମରେ ମଡ଼ଧୁଅ ବଡ଼ ଘୋଟାଲା ହୋଇଛି। କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍‌ ପାଇଁ ୮ କୋଟି ପାଣିରେ ପଡ଼ିଛି। ୨୦୧୬ରୁ ୨୦ ମଧ୍ୟରେ ସମବାୟ ବିଭାଗ ୨୦ଟି ଏଟିଏମ୍‌ କିଣିଥିଲା। ୨୦ଟି ଭ୍ରାମ୍ୟମାଣ ଏଟିଏମ୍‌ ପାଇଁ ୨୦ କୋଟି…

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ହେଉଛନ୍ତି ଲୋକେ। ଆସନ୍ତାକାଲି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ମିସାଇଲ ପରୀକ୍ଷଣ କରାଯିବ। ଏଥିପାଇଁ କ୍ଷେପଣାସ୍ତ୍ର ଘାଟିରୁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ…