Author: Nirvay

CSIR, UGC, NET ପରୀକ୍ଷା ସ୍ଥଗିତ

ସ୍ଥଗିତ ହେଲା CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET ପରୀକ୍ଷା। ଜୁନିୟର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା। ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ। ୨୫ରୁ ୨୭ ତାରିଖ ମଧ୍ଯରେ ପରୀକ୍ଷା ହେବାର ଥିଲା।…

୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ

ପ୍ରକାଶ ପାଇଲା ବିଜ୍ଞପ୍ତି। ଓଟିଇଟି ପାଇଁ ଆସନ୍ତା ୨୪ରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଜୁଲାଇ ୫ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ତେବେ www.bseodisha.ac.inରେ କେବଳ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିହେବ। ଏହାପରେ ଅଗଷ୍ଟ ୨ରେ ଆଡମିଟ୍‌ କାର୍ଡ ମିଳିବ। ଅଗଷ୍ଟ…

କଟକରେ ବିଜେଡିକୁ ଝଟକା

କଟକରେ ବିଜେଡିକୁ ଲାଗିଛି ବଡ଼ ଝଟକା। ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ଉପଦେଷ୍ଟାମାନଙ୍କୁ ଦାୟିତ୍ଵ ମୁକ୍ତ କରାଗଲା। ବିଜେଡି ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ। ଏଷ୍ଟାବ୍ଲିସମେଣ୍ଟ ଓ ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଅଧ୍ୟକ୍ଷ ପଦ…

ନୂଆ ସରକାର ପ୍ରଭାବ: ଓଡ଼ିଶାରେ ଯୋଗ ଉତ୍ସବ

ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯୋଗ ନିତାନ୍ତ ଆବଶ୍ୟକ। ସୁଖୀ ଓ ଶାନ୍ତ ରହିବା ପାଇଁ ଯୋଗାଭ୍ୟାସ ଆପଣାନ୍ତୁ। ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା। ଆଜି ପୁରା ଦେଶ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି। ଓଡ଼ିଶାର…

ପ୍ରତିଦିନ ୨ ଘଣ୍ଟା ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ…

ଡିପ୍‌ଥେରିଆ ସଂକ୍ରମଣର ଉତ୍ସ କଳାହାଣ୍ଡି

ଡିପ୍‌ଥେରିଆ ସଂକ୍ରମଣ ନେଇ ଆଜି ଗଣମାଧ୍ୟକୁ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା କହିଛନ୍ତି ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ। ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା।…

ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି। ଏହି ଯୋଗାଭ୍ୟାସ ବିଭିନ୍ନ ସ୍କୁଲ, କଲେଜ, କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର, ଦିଲ୍ଲୀର ଲାଲ କିଲା, ସାବରମତୀ ନଦୀ ସମ୍ମୁଖ, ଗେଟୱେ ଅଫ ଇଣ୍ଡିଆ ଓ ଭିକ୍ଟୋରିଆ…

ଦୀପାଳିଙ୍କ ଆବେଦନ ଇସିଆଇ (ECI)ରେ ଗୃହୀତ

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ଇସିଆଇ। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଚାଲିବ ଯୋଗ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ପୁଣି ଚଳଚଞ୍ଚଳ ହେବ ଯୋଗ ବିଭାଗ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି ସୂରଜ। ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ…

ତାମିଲନାଡ଼ୁ ମଦ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଲା

ଜୀବନ ନେଉଛି ବିଷାକ୍ତ ଓ ଅପମିଶ୍ରିତ ମଦ। ସଚେତନ ହେଉନାହାଁନ୍ତି ଜନସାଧାରଣ। ଅପମିଶ୍ରିତ ମଦ ପିଇ ପ୍ରାଣହାନୀ ଘଟିବା ଭଳି ଦୁଃଖଦ ଘଟଣା ଆଗରୁ ମଧ୍ୟ ଘଟିଛି। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କାଲାକୁରିଚି ଜିଲ୍ଲାରେ। ଅପମିଶ୍ରିତ…