Author: Nirvay

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ ଜାରି

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଉଦ୍ଦିଷ୍ଟ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆରଜି କର ମେଡିକାଲ…

ଗୁରୁଚରଣ ଦାସ ୱାଟକୋର ଏମ୍‌ଡି

ଜନସ୍ବାସ୍ଥ୍ୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗୁରୁଚରଣ ଦାସ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।ଗୁରୁଚରଣଙ୍କୁ ୱାଟକୋ ଏମ୍‌ଡି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଗୁରୁଚରଣ ୱାଟକୋ ଡିଭିଜନ-୨ର ଜେନେରାଲ ମ୍ୟାନେଜର ଦାୟିତ୍ବରେ ଥିଲେ।

ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁଲେ ମା’

ପିପିଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୋଟ ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁ ପଡ଼ିଲେ ମା’। ପିପିଲି ରାସ୍ତାର ହରିପୁରଠାରେ ଭାର୍ଗବୀକୁ ପୁଅକୁ ଧରି ମା’ ଡେଇଁ[ପଡ଼ିବା ପରେ ଉଭୟଙ୍କ ମୃତ୍ୟୁ ହୋଇଛି। ତେବେ ମା’-ପୁଅଙ୍କୁ ମୃତ ଅବସ୍ଥାରେ…

ବିଜେପି ପକ୍ଷରୁ ପୂର୍ବତନ ସାଂସଦ ସୁଜିତ କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ବଢିଚାଲିଛି। ଗତ ନିର୍ବାଚନରେ ୨୧ରୁ ୨୦ ସାଂସଦ ଏବଂ ୭୮ ବିଧାୟକ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଲଗାତର ତୃତୀୟ ଥର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ…

ଦେଶରେ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଭାରତରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ କେରଳ ରାଜ୍ୟ ମାଲାପୁରମର ୩୮ ବର୍ଷୀୟ ଯୁବକ ବୋଲି ଜଣାପଡିଛି। ଏ ନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ଯୁବକ ନିକଟରେ ଦୁବାଇରୁ ଫେରିଥିଲେ।…

ପୋଲିସ ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି

ଆଜି ସରକାର ପୋଲିସ ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତେବେ ପୋଲିସ ଡିଜି ୱା.ବି ଖୁରାନିଆଙ୍କ କାର୍ଯ୍ୟକାଳ ବାଢ଼ିଛି। ସେ ୧୬ ଅଗଷ୍ଟ ୨୦୨୬ ଯାଏଁ ଡିଜିପି ରହିବେ। କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଚମ୍ପୁଆ ବିଧାନସଭା ମଣ୍ଡଳୀ ନିର୍ବାଚନୀ ମାମଲା ଖାରଜ

ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନ ସମୟରେ ବିଜୟୀ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ ନାଁରେ ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ଆସିଥିଲା। ପରାଜିତ ପ୍ରାର୍ଥୀ ଗୁରୁବାଗ ୱାଲିଆ ଏହି…

ମେଜରଙ୍କୁ ମାଡ଼ ଘଟଣା; ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବିକ୍ଷୋଭ

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ ରଖିବା ପରିବର୍ତ୍ତେ ଓଲଟା ପୋଲିସ ସେମାନଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲା। ଏହି ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ରାଜ୍ୟରେ…

ଆଜି ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ହେବ

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ହେବ। ୨ଟି ପ୍ରକ୍ରିୟାରେ ହେବ ରତ୍ନଭଣ୍ଡାର ଯାଞ୍ଚ କରାଯିବ। ଏ ନେଇ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ପ୍ରତିକ୍ରିୟା ରଖିଛନ୍ତି। ଆଇସିଏସଆର ଲ୍ୟାବ ଏକ୍ସପର୍ଟ…

ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଗସ୍ତରେ ଯିବେ। ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ। ବନ୍ୟା ସ୍ଥିତି ଦେଖିବା ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପାଛୁଡ଼ିଆରେ ଏକ ପାର୍କ ମଧ୍ୟ ଉଦଘାଟନ କରିବେ।…