ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ September 20, 2024 Nirvay ଭିଜିଲାନ୍ସ ଜାଲରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି। ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଅଫିସ ସମେତ ସରକାରୀ ବାସଭବନ ଓ…
ତାଜା ଖବର ରାଜ୍ୟ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ September 19, 2024 Nirvay ମେଜର ଓ ବାନ୍ଧବୀଙ୍କ ମାଡ଼ ଘଟଣାରେ ଭୁବନେଶ୍ବର ମେଜର-ପୋଲିସ ବିବାଦ ଲାଗି ରହିଥିବା ବେଳେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ଅଭିଯୋଗ ଆଣିଲେ ସେନା ଅଧିକାରୀଙ୍କ ବାନ୍ଧବୀ ଅଙ୍କିତା। ମେଜରଙ୍କ…
ତାଜା ଖବର ଦେଶ ପୂର୍ବ ସରକାରରେ ତିରୁପତି ଲଡୁରେ ଗୋମାଂସ ଚର୍ବି ମିଶୁଥିବା ଅଭିଯୋଗ September 19, 2024 Nirvay ତେଲୁଗୁ ଦେଶମ ପାର୍ଟି ଗୁରୁବାର ଅଭିଯୋଗ ଆଣିଛି ଯେ, ଗୁଜରାଟର ଏକ ପଶୁସମ୍ପଦ ପରୀକ୍ଷାଗାର ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଗୋମାଂସ, ଘୁଷୁରୀ ଚର୍ବି ସମ୍ବନ୍ଧୀୟ ସାମଗ୍ରୀ ଏବଂ ମାଛ ତେଲ ମିଶୁଥିବା ଅଭିଯୋଗ କରିଛି। ଲ୍ୟାବ୍…
ତାଜା ଖବର ଦେଶ ବର୍ଷା ପାଇଁ ସୋମବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି September 19, 2024 Nirvay ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।ଗୁରୁବାର ଆଗ୍ରାର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ନିର୍ଦ୍ଦେଶ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀ ପ୍ରତୀଭା ସିଂ ସୂଚନା ଦେଇଛନ୍ତି। ସେ…
ତାଜା ଖବର ରାଜ୍ୟ ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା September 19, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା ବଦଳିବ। ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କାମ ଚାଲିଛି। ଖୁବଶୀଘ୍ର ସରକାରୀ ବାସଭବନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସିବେ। ଏଜିରୁ ରାଜଭବନ ଭବନ…
ତାଜା ଖବର ରାଜ୍ୟ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ଯକୁ ମିଳିଲା ୨୫ କୃଷ୍ଣସାର ମୃଗ September 19, 2024 Nirvay ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦନକାନନରୁ ଆସିଛି ୨୫ କୃଷ୍ଣସାର ମୃଗ। ନନ୍ଦନକାନନରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢ଼ିବାରୁ ସ୍ଥାନାନ୍ତର ହୋଇଛି। ଜୁନ ୧୮ରେ ୧୦ଟି କୃଷ୍ଣସାର ମୃଗ ସ୍ଥାନାନ୍ତର ହୋଇଥିଲା।
ତାଜା ଖବର ଦେଶ ୩୬ ଫୁଟ୍ ବୋରୱେଲକୁ ଖସିପଡ଼ିଲା ୨ ବର୍ଷର ଶିଶୁକନ୍ୟା September 19, 2024 Nirvay ରାଜସ୍ଥାନ ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ୩୬ ଫୁଟ୍ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ମଙ୍ଗଳବାର ଖେଳୁଥିବା ବେଳେ ବୋରୱେଲରେ ଖସିପଡିଛି। କାଲି ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁକୁ ଅକ୍ସିଜେନ…
ତାଜା ଖବର ରାଜ୍ୟ ନାବାଳିକାର ମୃତଦେହ ଉଦ୍ଧାର; ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର September 19, 2024 Nirvay ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍କୁଲ ନିକଟସ୍ଥ ଏକ ଟାୱାରର ପାଚେରୀ ପାଖରୁ ଜନୈକା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ସକାଳେ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଉଛି କହି ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ…
ତାଜା ଖବର ରାଜ୍ୟ ସମ୍ବଲପୁରୀ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ September 19, 2024 Nirvay କଳାହାଣ୍ଡି ଜିଲା ଭବାନୀପାଟଣାରେ ଗାୟିକା ରୁକ୍ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ରହିଛି। ତେବେ ସ୍କ୍ରବ୍ ଟାଇଫସ୍ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ…
ତାଜା ଖବର ରାଜ୍ୟ ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ September 18, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ…