Author: Nirvay

୬ ଲେନ୍‌ ହେବ ଭୁବନେଶ୍ବର-ପୁରୀ ୩୧୬ ନଂ ଏନଏଚ

ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ୬ ଲେନ ହେବ। ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ କରାଯିବ। ୬ ଲେନ ରାସ୍ତା ସହ ଉଭୟ ପାର୍ଶ୍ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସମ୍ପର୍କିତ ପ୍ରସ୍ତାବ ମଞ୍ଜୁର…

ଓଡ଼ିଶାରେ ଆଳୁ ସଙ୍କଟ: ଦିଦିଙ୍କ ସହ କଥା ହେବାକୁ କୋଲକାତା ଗଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ

ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଓଡ଼ିଶାକୁ ଆସିବାକୁ ଥିବା ଆଳୁ ଟ୍ରକ ଅଟକାଇ ସମସ୍ୟା ଦ୍ବିଗୁଣିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ…

ବିଜେଡି ନେତାମାନେ ପ୍ରଥମେ ଦଳୀୟ କର୍ମୀଙ୍କୁ ସମ୍ମାନ ଦିଅନ୍ତୁ: ସୁରଥ ବିଶ୍ୱାଳ

ଜଣେ କୁଡ୍‌ମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନା କରି ସମଗ୍ର କୁଡ୍‌ମୀ ସମାଜ, ମୟୁରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି । ଆଜି ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ…

ୱାକଫ୍ ସଂଶୋଧନ ବିଲ୍ ପାଇଁ ୩୧ ସଦସ୍ୟଙ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି ଗଠନ

ୱାକଫ୍ ସଂଶୋଧନ ବିଲ୍ ୨୦୨୪ର ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି, ଯେଉଁଥିରେ ୩୧ ଜଣ ରହିଛନ୍ତି। ଲୋକସଭାର ୨୧ ଜଣ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ଅଛନ୍ତି। ସଂସଦର ପରବର୍ତ୍ତୀ ଅଧିବେଶନ ସୁଦ୍ଧା କମିଟି ରିପୋର୍ଟ…

ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ

ଆଦିବାସୀଙ୍କ ଭାଷା, ସଂସ୍କୃତିର ସୁରକ୍ଷା ଓ ଏହାକୁ ଗୁରୁତ୍ୱ ଦେବା ପାଇଁ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି…

କ୍ରାନ୍ତି ଦିବସରେ ବଡ଼ ଘୋଷଣା: ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଦେଶ ସ୍ବାଧୀନତାରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି । ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ତାଙ୍କୁ ସମ୍ମାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ ।…

ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି। ଆଜି ଆଉ ୬ଟି ଗେଟ ଖୋଲିଥିବା ବେଳେ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀ ଫୁଲୁଛି।…

ଷ୍ଟାର୍ଟଅପ ଓଡ଼ିଶା ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠିତ

ଷ୍ଟାର୍ଟଅପ ଓଡ଼ିଶାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ ହେବ। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ଅର୍ଥ ବିଭାଗର ଅଧିକାରୀ, ଏମଏସଏମଇ ବିଭାଗ ଏବଂ ସାଧାରଣ ଉଦ୍ୟୋଗ ବିଭାଗକୁ ନେଇ ଏହି ଏକ କମିଟି ଗଠିତ ହୋଇଛି । କମିଟିରେ…

ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଅଟକାଇ ପ୍ରତିବାଦ

ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସୁନି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି । ଫଳରେ ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ନେଇ ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ମଙ୍ଗୁଳି…

ଓଡ଼ିଶା ଫେରିଲେ ବରିଷ୍ଠ ଆଇପିଏସ ଅଫିସର ପାରୁଲ ଗୁପ୍ତା

କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ପାରୁଲ ଗୁପ୍ତା । ସେ ଓଡ଼ିଶା ଫେରିବା ପରେ ଡେପୁଟି ଡାଇରେକ୍ଟର ଇଣ୍ଟେଲିଜେନ୍ସ ବ୍ୟୁରୋ ଭାବେ ନିଯୁକ୍ତି ପାଇଛନ୍ତି । ଗୃହ ମନ୍ତ୍ରଣାଳୟ ପାରୁଲ ଗୁପ୍ତାଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ଦେଇଥିବା…