Author: Nirvay

ଧାମନଗରରେ ପହଞ୍ଚିଲେ ଡିଜିପି ୱାଇ. ବି ଖୁରାନିଆ

ଭଦ୍ରକ ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ଆଲୋଚନା ଚାଲିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି…

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି: ଅନିଲ ବିଶ୍ୱାଳ

ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ…

ଦୁର୍ଗାପୂଜାରେ ଡିଜେ ଫାୟାର ଗନ୍‌ ମନା

କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଜିଲ୍ଲାପାଳ ଡିଜେ ଫାୟାର ଗନ୍‌ ବ୍ୟବହାରକୁ ମନା କରିଛନ୍ତି। ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲ୍‌ଇଡି ଲାଇଟ୍‌, ଫାୟାର ଗନ୍‌ ମନା କରାଯାଇଛି। ପୂଜା ପେଣ୍ଡାଲ, ଭସାଣ…

ଦବଙ୍ଗଗିରି କରି ରାଜନଗର ଥାନା ଏଏସଆଇ ନିଲମ୍ବିତ

ଭରତପୁର ଥାନା ବିବାଦ ଥମି ନଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳରେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ଏଏସଆଇ ନରେନ୍ଦ୍ର ସିଂ ନିଲମ୍ବିତ ହୋଇଛନ୍ତି। ଅଭିଯୋଗ ଆଧାରରେ ଏଏସଆଇଙ୍କ ନାଁରେ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟମାନଙ୍କ ବିରୋଧରେ ମଇସୁର ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ମାମଲା ରୁଜୁ କରିଛି। ଫେଡେରାଲ ଏଜେନ୍ସି ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ (ଇସିଆଇଆର)…

ସାଇବର୍ କାଫେରେ ଆରଆଇ ପରୀକ୍ଷାକୁ ନେଇ ବିବାଦ

ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ଏସସି ଦ୍ୱାରା ପରିଚାଳିତ ରାଜସ୍ବ ନିରୀକ୍ଷକ (ଆରଆଇ), ଆଇସିଡିଏସ୍ ସୁପରଭାଇଜର, ଏଆରଆଇ, ଅମିନ ଓ ଏସ୍ଏଫ୍ଏସ୍ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କେନ୍ଦ୍ର ଥିବା ଭୁବନେଶ୍ୱରର ଏକ ସାଇବର କାଫେରେ ଉତ୍ତେଜନା ପ୍ରକାଶ…

ଭଦ୍ରକରେ କୋହଳ ହେଲା କଟକଣା

ଭଦ୍ରକରେ ୩ ଦିନ ପରେ କଟକଣା କୋହଳ ହୋଇଛି। ଧାମନଗର ଓ ଦୋବଲରେ କଟକଣା କୋହଳ କରାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଲାଗିରହିଲା ବେଳେ ଏବେ ସକାଳ ୬ଟାରୁ ରାତି ୮ଟା ଯାଏ ଦୋକାନ ଖୋଲିବ। ହେଲେ ୪…

ଭରତପୁର କାଣ୍ଡ; ଆଜିଠୁ ବିଚାର ବିଭାଗୀୟ ତଦନ୍ତ

ଭରତପୁର ଥାନାରେ ମେଜର ଓ ପୋଲିସ ବିବାଦ ମାମଲାରେ ଆଜିଠୁ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ତଦନ୍ତ ଆରମ୍ଭ କରିବେ। ଏ ନେଇ ଭୁବନେଶ୍ବର ସର୍କିଟ ହାଉସରେ କାର୍ଯ୍ୟାଳୟ ସ୍ଥାପିତ ହୋଇଛି। ତେବେ ଏହି…

ଭୁବନେଶ୍ବରରୁ କୋକେନ୍‌ ଜବତ କଲା ଦିଲ୍ଲୀ ଟିମ୍

ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ହୋଇଛି। ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରିଛି ଦିଲ୍ଲୀ ଟିମ। ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। କ୍ରାଇମ ହବ…

ସୁପରଷ୍ଟାର ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ସୋସିଆଲ ମିଡ଼ିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି, ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର…