ତାଜା ଖବର ରାଜ୍ୟ ସିଲିକନ୍ ପ୍ରତିମୂର୍ତ୍ତି ମାଧ୍ୟମରେ ସ୍ତ୍ରୀଙ୍କ ସ୍ମୃତିକୁ ସାଇତି ରଖିଛନ୍ତି ସ୍ୱାମୀ October 6, 2024 Nirvay ୨୦୨୧ ଏପ୍ରିଲରେ ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ (୫୨)ଙ୍କ ପତ୍ନୀ କୋଭିଡରେ ପ୍ରାଣ ହରାଇଥିଲେ। ସେ ତାଙ୍କ ସ୍ବର୍ଗତ ପତ୍ନୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ଘରକୁ ଆଣିଥିଲେ। ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ବର୍ଗତ ପତ୍ନୀ କିରଣଙ୍କ ଶାଢ଼ି…
ତାଜା ଖବର ରାଜ୍ୟ ପୁଣି ଓଏସଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି ! October 6, 2024 Nirvay ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିବା ଭଳି ଗୁରୁତର ଅଭିଯୋଗ…
ତାଜା ଖବର ରାଜ୍ୟ ରାଗିଂ ଘଟଣା: ୧୭ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ October 6, 2024 Nirvay ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ଶୃଙ୍ଖଳା କମିଟର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସପ୍ତାହକ ମଧ୍ୟରେ ୪ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୩…
ତାଜା ଖବର ରାଜ୍ୟ ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ October 6, 2024 Nirvay ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଓ ମୁକାବିଲା ନେଇ ହେବାକୁ ଥିବା ବୈଠକରେ ଯୋଗଦେବେ। ଏ ନେଇ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିସହ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ…
ତାଜା ଖବର ରାଜ୍ୟ ‘ଓଡ଼ିଶା ଅଛି କେଉଁଠି’ ଶୀର୍ଷକ ବିଶେଷ ଆଲୋଚନାଚକ୍ର October 6, 2024 Nirvay ଆଉ ମାତ୍ର ୧୨ ବର୍ଷ ଓଡ଼ିଶା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ୮୮ ବର୍ଷ ଭିତରେ ଓଡ଼ିଶା ଅଛି କେଉଁଠି ଶୀର୍ଷକ ଆଲୋଚନାଚକ୍ର ନିର୍ଭୟ ୧୦ମ ବାର୍ଷିକ ଉତ୍ସବ ପରେ ପରେ ଅନୁଷ୍ଠିତ ହୋଇଥିଲା। ଏଥିରେ…
ତାଜା ଖବର ରାଜ୍ୟ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା; ଡିଏଫଓଙ୍କୁ ମାରାଥନ ଜେରା October 4, 2024 Nirvay କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଥିବା ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ମାରାଥାନ ଜେରା କରାଯାଇଛି। ଘଟଣା ପରଠୁ ଦେବେନ୍ଦ୍ର ଫେରାର ଥିବା ବେଳେ ଆଜି ତାଙ୍କୁ ୪ ଘଣ୍ଟା ଜେରା କରାଯାଇଛି। ଟାଉନ…
ତାଜା ଖବର ରାଜ୍ୟ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗ; ବୟସସୀମା କୋହଳ ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ October 4, 2024 Nirvay ରାଜ୍ୟର ସବୁ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ବୟସ ସୀମା କୋହଳ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଆବେଦନକାରୀଙ୍କୁ ଅନଲାଇନ/ଆଫଲାଇନରେ ଆବେଦନ ଅନୁମତି ମିଳିଛି। ହାଇକୋର୍ଟ କହିଛନ୍ତି ଯେ,…
ତାଜା ଖବର ଦେଶ ଛତିଶଗଡ଼ରେ ମାଓ ଦମନ: ୨୦୨୪ରେ ବର୍ତ୍ତମାନ ସୁଦ୍ଧା ୧୮୫ ନିହତ October 4, 2024 Nirvay ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ୨୮ ଜଣ ନକ୍ସଲ ନିହତ ହୋଇଛନ୍ତି। ନାରାୟଣପୁର-ଦାନ୍ତେଓ୍ଵାଡା ଆନ୍ତଃଜିଲ୍ଲା ସୀମାରେ ଥିବା ଅଭୁଜମାଡର ଥୁଲଥୁଲି ଓ ନେନ୍ଦୁର ଗାଁ ମଧ୍ୟରେ ଥିବା ଜଙ୍ଗଲରେ ଅପରାହ୍ନ ପ୍ରାୟ ୧ଟା ବେଳେ ଗୁଳିବିନିମୟ ହୋଇଥିଲା…
ତାଜା ଖବର ଦେଶ ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଛାଡିବେ କେଜରିୱାଲ October 4, 2024 Nirvay ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଶୁକ୍ରବାର ସିଏମ କ୍ୱାର୍ଟର୍ସ ଛାଡି ଦିଲ୍ଲୀର ଫିରୋଜଶାହା ରୋଡସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତର। ଆପ୍ ମୁଖ୍ୟାଳୟ ନିକଟରେ ଥିବା ଏହି ବଙ୍ଗଳାରେ ଅରବିନ୍ଦ କେଜରିୱାଲ…
ତାଜା ଖବର ରାଜ୍ୟ ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ; ନିର୍ମାଣ ହେବ ନୂଆ ଟର୍ମିନାଲ October 4, 2024 Nirvay ବଦଳିବ ଭୁବନେଶ୍ବର ବିମାନବନ୍ଦରର ରୂପରେଖ। ଭୁବନେଶ୍ଵର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ନିକଟରେ ଏହି ଟର୍ମିନାଲ ନିର୍ମାଣ କରାଯିବ ବୋଲି ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରର ସମୀକ୍ଷା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…