Author: Nirvay

ଓଡ଼ିଶା ପାଇଁ ରତନ ଟାଟାଙ୍କ ଅବଦାନ ଅତୁଳନୀୟ

ରତନ ଟାଟା ଜଣେ ଏପରି ବ୍ୟକ୍ତିତ୍ୱ ଥିଲେ ବ୍ୟବସାୟୀ ପ୍ରତିଦ୍ଵନ୍ଦ୍ଵୀମାନେ ମଧ୍ୟ ତାଙ୍କ କରିସ୍ମା, ଦୂରଦୃଷ୍ଟି ଏବଂ ଦେଶ ପ୍ରତି ସମର୍ପଣରେ ଆକର୍ଷିତ ହୋଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଦେଶ ଶୋକାକୁଳ ଥିବା ବେଳେ ଭାରତର ବିଶ୍ୱ ବ୍ୟବସାୟ ସାମ୍ରାଜ୍ୟର ସ୍ଥାପକ…

ମୋହନ ସରକାରଙ୍କ ସଫଳତା ହୋଇପାରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ

ମୋହନ ସରକାରଙ୍କ ସଫଳତା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ। ୨୪ ବର୍ଷ ଶାସନରେ ରହି କେବେ ହାରିବାର ସ୍ୱାଦ ଚାଖିନଥିବା ବିଜେଡି ଆଜି କ୍ଷମତାଚ୍ୟୁତ ହୋଇଛି। ଏପରିକି ଦଳର ମୁଖିଆ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଇ…

ରାଜଧାନୀ ରାଜରାସ୍ତାରେ ନିଶାସକ୍ତ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ

ରାଜଧାନୀ ରାଜରାସ୍ତାରେ ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ବେଧଡକ ଭାବେ ବୁଲୁଥିବା ଦେଖିବାକୁ ମିଳିଛି। କେବଳ ରାଜଧାନୀ ଯେ ଅସୁରକ୍ଷିତ ତା’ ନୁହେଁ, ଏଥିପାଇଁ ଦାୟୀ ମଧ୍ୟ ଯୁବତୀଙ୍କ ଆଚରଣ। ଇନଫୋସିଟି ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏଭଳି ଏକ ଘଟଣା ଦେଖିବାକୁ…

ରତନ ଟାଟା ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ଭାରତର ଅନ୍ୟତମ ବୃହତ୍ତମ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ଓ ଶିଳ୍ପପତି ରତନ ଟାଟା ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଅଛନ୍ତି। ରତନ ଟାଟା ସୋମବାର କହିଛନ୍ତି ଯେ, ତାଙ୍କ ବୟସ ଏବଂ ଆନୁଷଙ୍ଗିକ ଅସୁସ୍ଥତା କାରଣରୁ ତାଙ୍କର…

ଯୁବତୀଙ୍କ ଆତ୍ମହତ୍ୟା ଘଟଣା; ବାପା-ସାବତ ମା’ ଗିରଫ

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଆଗରେ ଯୁବତୀ ରାଣୀଙ୍କ ଆତ୍ମହତ୍ୟା ଘଟଣାରେ ବାପା ଓ ସାବତ ମା’ଙ୍କୁ ସଦର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଶୋକ ପ୍ରଧାନ ଓ ଜ୍ୟୋତ୍ସ୍ନାରାଣୀ ପ୍ରଧାନ। ଉଭୟ ବାପା ଓ ମା’…

ବାରିପଦାରେ ହେବ କଳା ବାଘ ସଫାରି: ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ

ବାରିପଦାରେ ପ୍ରଥମ କଳା ବାଘ ସଫାରି ହେବା ପରେ ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବ। ଏହି ସଫାରି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବାରିପଦାର ୧୮ ନମ୍ବର ଜାତୀୟ ରାଜପଥ…

ଆଉ କେତେ ସଦସ୍ୟ ଖୋଜିବେ ମାନ୍ୟବର ନବୀନ? ୨୪ ବର୍ଷ କମ ପଡିଲା?

୨୪ ବର୍ଷ ଓଡ଼ିଶାର ଶାସନଭାର ସମ୍ଭାଳିଲା ବିଜେଡି। ତାପରେ ବି କଣ ସଦସ୍ୟ କମ ପଡିଗଲେ। ଆଉ କେତେ ସଦସ୍ୟ ଖୋଜିବେ ମାନ୍ୟବର ନବୀନ? ଏବେ କଣ ଅଫିସର, ଅମଲା ନବୀନଙ୍କ ହାତ ଛାଡିଦେଲେ କି ? ଯେଉଁମାନଙ୍କୁ ଭରସା କରି…

ସୁଭଦ୍ରା ଯୋଜନା କ୍ରେଜ; ମାଡ଼ିଚାଲିଛନ୍ତି ମୋହନ ସରକାର, ବିଜେଡି ଶିବିରରେ କମ୍ପନ

ଏବେ ସାରା ଓଡ଼ିଶାରେ ଚାଲିଛି ସୁଭଦ୍ରା ଯୋଜନାର କ୍ରେଜ। ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ…

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀଙ୍କୁ ବର୍ଷବ୍ୟାପୀ ପାଳନ କରାଯିବାକୁ ସରକାରଙ୍କ ନିଷ୍ପତ୍ତି

ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ। ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ…

ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀଙ୍କ ମୃତ୍ୟୁ ତଥା ଅବସରକାଳୀନ…