Author: Nirvay

କୁମାର ପୂର୍ଣ୍ଣିମା – ଓଡ଼ିଶାର ଆଉ ଏକ ନାରୀ-କୈନ୍ଦ୍ରିକ ନିଆରା ପର୍ବ

ବିଶ୍ବରାଜ ନାୟକଙ୍କ କଲମରୁ: ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ମାଆ ଆସେ, ଆସେ କିନ୍ତୁ ମାତ୍ର କିଛି ଦିନ ପାଇଁ। ସେହି କିଛି ଦିନ ବିତିଯାଏ ଆଖି ପଲକରେ। ମାଆକୁ ମେଲାଣି ଦେଇ ସାରିବା ପରେ ଚାରି ଆଡ଼ ଲାଗେ…

ନିଜ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ କରନ୍ତୁ ଓଡ଼ିଆ

ବିଶ୍ବରାଜ ନାୟକଙ୍କ କଲମରୁ: ଆମେ ଯେଉଁ ଶାରଦୀୟ ପର୍ବକୁ ଦୁର୍ଗାପୂଜା, ଦଶହରା କହୁ, ଗାଁ ଗହଳିରେ ଏହାକୁ କୁହାଯାଏ ଗୋଷାଣୀ ଯାତ୍ରା। ମାର୍କଣ୍ଡେୟ ପୁରାଣ କୁହେ ଚେଦୀ ବଂଶୀୟ କଳିଙ୍ଗ ରାଜା ଖ୍ରୀଷ୍ଟ ପୂର୍ବ ୩୦୦ ଶତାବ୍ଦୀରେ ପାଳନ କରୁଥିଲେ ଦୁର୍ଗା…

ତାମିଲନାଡୁରେ ଟ୍ରେନ ଦୁର୍ଘଟଣା; ୨ଟି ବଗିରେ ନିଆଁ, ୬ଟି ଲାଇନ୍ଚ୍ୟୁତ

ତାମିଲନାଡୁର କବରାରାପେଟ୍ଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଓ ଅଟକି ରହିଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କିଛି ଲୋକ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଇଞ୍ଜିନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ…

ବଢୁଛି ମୋହନଙ୍କ ପରିବାର; ଭାଙ୍ଗୁଛି ନବୀନ ଗଡ଼

ମୋହନ ସରକାରଙ୍କ ପରିବାର ବଢୁଥିବା ବେଳେ ଦିନକୁ ଦିନ ନବୀନ ଗଡ଼ ଭାଙ୍ଗିବାରେ ଲାଗିଛି। ଲୋକେ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଉଥିବା ବେଳେ ମୋହନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ବିଜେପି ମୁହାଁ ହେଉଛନ୍ତି। ବିଜେଡି ଶିବିର ଫାଙ୍କା…

ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଧରାବତରଣ

ଦୁର୍ଗାପୂଜାରୁ ଆରମ୍ଭ ହୁଏ ପାର୍ବଣ। ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟର ବିଜୟ ପାଇଁ ଧରାବତରଣ କରନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଦୁର୍ଗାପୂଜା ଆଶ୍ୱିନ ମାସରେ ପାଳନ ହୁଏ । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ…

ବିଜେପି ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ

ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇପାରିଛି ବିଜେପି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳରେ। ଜମ୍ମୁ ଡିଭିଜନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ଦଳ ହିନ୍ଦୁ ଅଧ୍ୟୁଷିତ ଅଞ୍ଚଳରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇର ଏକ ହସ୍ପିଟାଲରେ ରତନ ଟାଟାଙ୍କ ମୃତ୍ୟୁ ପରେ ଦୂରଦର୍ଶୀ ଶିଳ୍ପପତିଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଥିଲେ। ସ୍ବର୍ଗତ ଟାଟାଙ୍କ ସ୍ମୃତିରେ ରାଜ୍ୟ ସରକାର ଗୁରୁବାର ଦିନିକିଆ…

ଭଡ଼ାରେ ଲାଗିଛି ଆବାସ; ଆବଣ୍ଟନ ବାତିଲ କରିବାକୁ ବିଏମସିର ପଦକ୍ଷେପ

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆବାସ ଯୋଜନା (ସୁଲଭ ଆବାସ ଯୋଜନା)ରେ ଆବଣ୍ଟିତ ଘର ଭଡ଼ାରେ ନେଇଥିବା ହିତାଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି। ସୂଚନା ଅନୁଯାୟୀ, ବିଏମସି ପକ୍ଷରୁ ସୁଲଭ ଘର ବଣ୍ଟନ କରାଯାଇଥିଲା। ଅନେକ…

ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ ‘ଶକ୍ତି ବାହିନୀ’ ଗଠନ

ପାର୍ବଣ ଋତୁ ଚାଲିଛି। ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ ‘ଶକ୍ତି ବାହିନୀ’ ଗଠନ ହେବ। ୪୦ ଜଣିଆ ମହିଳା ପୋଲିସଙ୍କୁ ନେଇ ଟିମ୍‌ ଗଠନ ହୋଇଛି। ୨୦ଟି ବାଇକ୍‌ରେ ପ୍ରତି ପୂଜା ମଣ୍ଡପ ବୁଲି ମହିଳାମାନଙ୍କ ସୁରକ୍ଷା କଥା ବୁଝିବେ। ଦରକାର…

ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ହରଡ଼ଘଣାରେ ମୋହନ ସରକାର

ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ପରିଚାଳିତ ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଏବେ ହରଡ଼ଘଣାରେ ପଡିଛନ୍ତି ମୋହନ ସରକାର। ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ନୂଆ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଭଳି…