Author: Nirvay

ମୋଦି ଗ୍ୟାରେଣ୍ଟି, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ହେଉଛି ଦିଲ୍ଲୀରେ ବିଜେପି ସରକାର: ବୈଜୟନ୍ତ ପଣ୍ଡା

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭…

ଲୋକସଭାରେ ଆଗତ ହେଲା ନୂଆ ଆୟକର ବିଲ୍ ୨୦୨୫

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଆଜି ନୂଆ ଆୟକର ବିଲ୍ ଆଗତ କରିଛନ୍ତି । ଫେବୃଆରୀ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍ କୁ ଅନୁମୋଦନ କରିଥିଲା । ଏହି ନୂଆ ବିଲ୍ ପ୍ରାୟ ୬୦ ବର୍ଷ ପୁରୁଣା…

ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରି ୩-୦ ରେ ସିରିଜ୍‌ ଜିତିଲା ଭାରତ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ୧୪୨ ରନରେ ପରାସ୍ତ କରି ୩-୦ ରେ ସିରିଜ ଜିତିଲା ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୫୬ ରନରେ ଅଲଆଉଟ ହୋଇଥିଲେ । ହେଲେ…

ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ମାମଲାରେ ରିପୋର୍ଟ ମାଗିଲେ ହାଇକୋର୍ଟ

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାରେ ରିପୋର୍ଟ ମାଗିଛି ଓଡିଶା ହାଇକୋର୍ଟ । ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା…

ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ ବିଧାନସଭାରେ ଦୃଢ଼ ସ୍ୱର ଉଠାଇବ ବିଜେଡି: ନବୀନ ପଟ୍ଟନାୟକ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରକୁ ଦାୟିତ୍ବହୀନ ବୋଲି କହିଛନ୍ତି । ସେ ପୁଣି କହିଛନ୍ତି ଯେ…

ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଜୁଏଲ ଓରାମଙ୍କ ଚିଠି

ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଦାୟିତ୍ୱରେ ଦୀର୍ଘ ଦିନ ଅନୁପସ୍ଥିତି ପାଇଁ ଆଇଏଏସ ପରାଗ ହର୍ଷଦ ଗଭାଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ…

ଏଆଇ ରୋଜଗାର ସହ ଜୀବନରେ ନୂଆ କ୍ଷମତାର ବୃଦ୍ଧି କରିବ: ପ୍ରଧାନମନ୍ତ୍ରୀ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ AI ଆକ୍ସନ ସମ୍ମିଳନୀରେ ଯୋଗଦେଇଛନ୍ତି । ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ…

ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ମଙ୍ଗଳବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ସାମିଲ କରାଯିବ । ଏ ନେଇ ରାଜ୍ୟ ସରକାର କ୍ୟାବିନେଟ୍‌ରେ ନିଷ୍ପତ୍ତି…

ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି…

ପ୍ରକାଶ ପାଇଲା ୨୦୨୫ ଜେଇଇ ମେନ୍‌ ସେସନ-୧ ରେଜଲ୍ଟ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ମଙ୍ଗଳବାର ଦିନ ୨୦୨୫ ଜେଇଇ ମେନ୍‌ ସେସନ-୧ ପରୀକ୍ଷା ଫଳ ପ୍ରକାଶ କରିଛି । ଚଳିତ ବର୍ଷ ସେସନ-୧ ରେ ପ୍ରାୟ ୧୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ୧୪ ଜଣଙ୍କ ମଧ୍ୟରେ…