ଦେଶ Govt Caps Airline Seat Selection Fees: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ୬୦% ସିଟ୍ ମାଗଣାରେ ବାଛିପାରିବେ ଯାତ୍ରୀ March 18, 2026 Nirvay ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏୟାରଲାଇନ୍ସଗୁଡ଼ିକୁ ଏବେ ପ୍ରତ୍ୟେକ ଉଡ଼ାଣରେ ଅତି କମ୍ରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ଅତିରିକ୍ତ ଶୁଳ୍କ ବିନା ଚୟନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।…
ତାଜା ଖବର ରାଜ୍ୟ Dara Singh Case in SC: ସୁପ୍ରିମକୋର୍ଟରେ ମେ ୧୩ ତାରିଖରେ ଦାରା ସିଂ ମାମଲାର ପରବର୍ତ୍ତୀ ଶୁଣାଣି March 18, 2026 Nirvay ଆଜି ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି । ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହଙ୍କ ଦଣ୍ଡ କୋହଳ…
ତାଜା ଖବର ରାଜ୍ୟ SCB Hospital Fire: ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB March 18, 2026 Nirvay ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନା କୁହାଯାଉଥିବା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣିଥରେ…
ତାଜା ଖବର ରାଜନୀତି ରାଜ୍ୟ BJD Cross Voting: ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ March 17, 2026 Nirvay ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଜେଡ଼ି ସଭାପତି ତଥା ବିରୋଧୀ ଦଳ…
ତାଜା ଖବର ରାଜ୍ୟ Odisha Workers Die in Kerala: କେରଳରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ March 17, 2026 Nirvay କେରଳର ମାଲ୍ଲାପୁରମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । କୂଅରୁ ଛେଳିକୁ ଉଦ୍ଧାର କରିବାକୁ ଯାଇ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କୂଅ ପମ୍ପରୁ ବିଦ୍ୟୁତ ଆଘାତ ଲାଗି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।…
ଦେଶ LPG e-KYC: LPG ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣର ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ March 17, 2026 Nirvay ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଦେଶରେ ଦେଖାଦେଇଛି ଗ୍ୟାସ୍ ସଙ୍କଟ । ଏହାରି ଭିତରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଏଲପିଜି ଗ୍ରାହକଙ୍କ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ (e-KYC) ପୂରଣ କରିବା ବାଧ୍ୟତାମୂଳକ ହୋଇଛି । ତେବେ…
ରାଜନୀତି ରାଜ୍ୟ Rajya Sabha Cross Voting: ଗୋଟିଏ ପ୍ଲାଟଫର୍ମରେ ସାମିଲ୍ ହେବାକୁ ନିଲମ୍ବିତ ବିଧାୟକମାନଙ୍କୁ ମୋକିମ୍ଙ୍କ ଆହ୍ୱାନ March 17, 2026 Nirvay କଂଗ୍ରେସର ନିଲମ୍ବିତ ବିଧାୟକମାନଙ୍କୁ ମହମ୍ମଦ ମୋକିମ୍ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ଜନତା କଂଗ୍ରେସ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଦଳ, ଝିଅ ସୋଫିଆ ଫିର୍ଦ୍ଦୋସକୁ…
ତାଜା ଖବର ରାଜ୍ୟ SCB Fire Tragedy: SCB ଅଗ୍ନିକାଣ୍ଡ ଘଟଣାରେ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ ଗଠନ କଲେ ମୁଖ୍ୟମନ୍ତ୍ରୀ March 16, 2026 Nirvay କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି ୬…
ତାଜା ଖବର ରାଜ୍ୟ SCB Hospital Fire: SCBରେ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ March 16, 2026 Nirvay ଏସସିବି ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି । ଘଟଣାର ଅନୁଧ୍ୟାନ କରି ୧୫ ଦିନ…
ରାଜନୀତି ରାଜ୍ୟ Odisha Rajya Sabha Election: ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ March 16, 2026 Nirvay ବିଜୟ ମହାପାତ୍ରଙ୍କ ଘରେ ଦିଲ୍ଲୀପ ରାୟ । ବାସଭବନକୁ ଯାଇ ବିଜୟ ମହାପାତ୍ରଙ୍କୁ ଭେଟି ଆଲୋଚନା କଲେ ଦିଲ୍ଲୀପ ରାୟ । ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ । ରାଜ୍ୟସଭା ନିର୍ବାଚନକୁ ନେଇ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ…