Author: Nirvay

Schools To Remain Closed In Jajpur Tomorrow: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାଲି ଯାଜପୁର ପୌରାଞ୍ଚଳରେ ସ୍କୁଲ୍‌ ଛୁଟି ଘୋଷଣା

କାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମା ବିରଜା ଦର୍ଶନ ଓ ପିଣ୍ଡଦାନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପୌରପାଳିକା ସମେତ ସହର ସଂଲଗ୍ନ ଘରୋଇ ବିଦ୍ୟାଳୟ ସମେତ ସବୁ…

T20 World Cup 2026: ଟି-୨୦ ବିଶ୍ୱକପ୍‌ରେ ଭାରତ ବିରୋଧରେ ମ୍ୟାଚ୍‌ ଖେଳିବନି ପାକିସ୍ତାନ

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଘୋଷଣା କରିଛି ଯେ ସେମାନେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ । ଏହି ନିଷ୍ପତ୍ତି ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଆସିଛି,…

Gold, Silver Prices Crash: ପୁଣି ଖସିଲା ସୁନା, ରୁପା ଦର

ସୁନା ଏବଂ ରୂପାର ଦର ଆଜି ପୁଣି ଥରେ ହ୍ରାସ ପାଇଛି । ୨୪ କ୍ୟାରେଟ ସୁନାର ଦର ୯ ହଜାର ୫୦ ଟଙ୍କା ଖସିଛି । ଏବେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୧ ଲକ୍ଷ ୫୧…

President Murmu In Odisha: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସଂଧ୍ୟା ୬ଟା ୪୦ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତ ସମୟରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଏବଂ…

4 IAS Officers Reach Apex Grade: ଚାରି ଜଣ ଆଇଏଏସ ଅଧିକାରୀଙ୍କ ପଦନ୍ନୋତି

ଓଡ଼ିଶା ସରକାର ୧୯୯୬ ବ୍ୟାଚର ଚାରି ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ) ପଦବୀକୁ ଉନ୍ନୀତ କରିଛନ୍ତି । ପଦୋନ୍ନତି ପାଇଥିବା ତିନି ଜଣ ଅଧିକାରୀ ହେଉଛନ୍ତି ସାସ୍ୱତ ମିଶ୍ର, ବିଶାଲ କୁମାର…

Odisha Cabinet Approves 12 Proposals: ରାଜ୍ୟ କ୍ୟାବିନେଟରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଚେୟରମ୍ୟାନ୍ ଓ ସଦସ୍ୟମାନଙ୍କ…

Gandhi Pathe Odisha Padyatra: ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଭକ୍ତ ଦାସଙ୍କ ଆହ୍ୱାନ

ମହାତ୍ମା ଗାନ୍ଧୀଙ୍କ ଅହିଂସା ସତ୍ୟ ଓ ନ୍ୟାୟର ଆଦର୍ଶକୁ ଆଧାର କରି ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରାର ତୃତୀୟ ଦିବସରେ ଭଦ୍ରକର ଚାରିବାଟିଆରୁ ତିହିଡ଼ି ପର୍ଯ୍ୟନ୍ତ ପଦଯାତ୍ରା ପରେ ଆୟୋଜିତ ପ୍ରତିବାଦ ସମାବେଶକୁ ସମ୍ବୋଧିତ କରି କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ଜନ୍ମଭୂମିରେ…

Dharmendra Became National Villain: ଜାତୀୟ ଖଳନାୟକ ପାଲଟିଗଲେ ଧର୍ମେନ୍ଦ୍ର

ୟୁଜିସି ଗାଇଡ୍ ଲାଇନ ୨୦୨୬ ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଖଳନାୟକ ପାଲଟି ଯାଇଛନ୍ତି। ଉତ୍ତରପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୋଣଠେସା କରିବା ନିମନ୍ତେ ଏହି ନିର୍ଦ୍ଦେଶାବଳୀରେ ଜାଣିଶୁଣି ଓବିସିକୁ ସୁରକ୍ଷା ଦିଆଯାଇଥିଲା ବୋଲି ପ୍ରଚାର ଦାନା ଧରି…

Sunetra Pawar Takes Oath As Maharashtra’s Deputy CM: ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

ଏନସିପି ନେତା ଅଜିତ ପାୱାରଙ୍କର ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ଗ୍ରହଣ କରିଛନ୍ତି । ମୁମ୍ବାଇର ଲୋକ ଭବନରେ ଆୟୋଜିତ ଏକ ଗମ୍ଭୀର କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସୁନେତ୍ରା ପାୱାରଙ୍କୁ ପଦ…

Girl Student Dies Of Diarrhoea: ଝାଡ଼ାବାନ୍ତିରେ ଜଣେ ଛାତ୍ରୀ ମୃତ; ୩୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ମୁନିଗୁଡା ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ ଲାଗିଛି । ଏହି ଘଟଣାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଲଗ୍ନା ଉର୍ଲାକା ଝାଡ଼ାବାନ୍ତି ଓ ଜ୍ୱରରେ ମୃତ୍ୟୁ ବରଣ କରିଛନ୍ତି । ସମସ୍ତ ଛାତ୍ରୀଙ୍କ…