Author: Nirvay

Harish Rana Dies: ଆଖି ବୁଜିଲେ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣା

ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ୩୨ ବର୍ଷୀୟ ହରିଶ ରାଣାଙ୍କ ମୃତ୍ୟୁ ହୋଇଛି । ସେ ସୁପ୍ରିମକୋର୍ଟଙ୍କ ଠାରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିଲେ । ଦେଶରେ ପ୍ରଥମ ଥର ପାଇଁ ଜଣଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଅନୁମତି…

Nirbhay Epaper Price: ଦେୟଯୁକ୍ତ ହେବ ନିର୍ଭୟ ଇ-ପେପର

ଦେୟଯୁକ୍ତ ହେବ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ ଇ-ପେପର । ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ନ୍ୟୁଜ ପ୍ରିଣ୍ଟ ମୂଲ୍ୟ ବୃଦ୍ଧି ଏବଂ ଛାପିବା ପାଇଁ ଖର୍ଚ୍ଚ ବଢ଼ିଚାଲିଥିବା କାରଣରୁ ନିର୍ଭୟ ଇ- ପେପରକୁ ଦେୟଯୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି । ଖବର କାଗଜ…

Gold, Silver Prices Crash: ଲଗାତାର ତଳମୁହାଁ ହେଉଛି ସୁନା, ରୁପା ଦର

ଯୁଦ୍ଧ ଭିତରେ ଲଗାତର ଖସୁଛି ସୁନା ଓ ରୁପା ଦର । ଆଜି ଗୋଟିଏ ଦିନରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ସୁନା ୧୦ ହଜାରରୁ ଅଧିକ ଟଙ୍କା କମିଥିବା ବେଳେ ରୁପା ୨୦ ହଜାରରୁ ଅଧିକ ଟଙ୍କା…

Heatwave Alert: ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ

ରାଜ୍ୟରେ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଓ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କଡ଼ା ନିୟମ ଲାଗୁ ହୋଇଛି । ଏପ୍ରିଲ ୧ ତାରିଖରୁ ଜୁନ୍‌…

US-Israel-Iran War: ୫ ଦିନ ପାଇଁ ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ଘୋଷଣା କଲେ ଟ୍ରମ୍ପ; ଟ୍ରମ୍ପଙ୍କ ଦାବିକୁ ଇରାନ ମିଡିଆର ଖଣ୍ଡନ

ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଏବଂ ଆକ୍ରମଣ ମଧ୍ୟରେ ଆମେରିକା ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଥିବା ସୂଚନା ମିଳିଛି । ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ…

PM Modi Speaks in Lok Sabha: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନିଜ ମତ ଉପସ୍ଥାପନ କରିଛନ୍ତି । ଲୋକସଭାରେ ଅଭିଭାଷଣ ରଖି ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି…

Mid-Day Meal Workers Protest: ଆନ୍ଦୋଳନ ପ୍ରତ୍ୟାହାର କଲା ପାଚିକା ସଂଘ

ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘ ଆଜି ଆନ୍ଦୋଳନ ପ୍ରତ୍ୟାହାର କରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା ପରେ…

Rajya Sabha Cross Voting Row: କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକ ନିଲମ୍ବିତ

ବିଜୁ ଜନତା ଦଳ ଆଜି ରାଜ୍ୟସଭା ନିର୍ବାଚନରେ ​​କ୍ରସ୍-ଭୋଟିଂ ସମେତ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଛଅ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି । ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ଦଳର ମୁଖ୍ୟ ସଚେତକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କାରଣ…

Commercial LPG Allocation By 20%: ଆବଣ୍ଟନ ହେବ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ LPG

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକକୁ ଏଲପିଜି ଯୋଗାଣ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୩ ତାରିଖରୁ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ ଏଲପିଜି ଆବଣ୍ଟନ କରିବାକୁ ପେଟ୍ରୋଲିୟମ ମନ୍ତ୍ରାଳୟ ସବୁ ରାଜ୍ୟକୁ ଚିଠି ଲିଖିଛନ୍ତି । ଏହା ରେଷ୍ଟୁରାଣ୍ଟ,…

Ruckus Outside Pratap Jena’s Residence ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ୨ ଗିରଫ

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଆଜି ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଦ୍ଧାର୍ଥ ସ୍ୱାଇଁ ଓ…