ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ ଓଡିଶାରୁ ଏକମାତ୍ର ସାସଂଦ ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଥିବା ସୂଚନା ମିଳିଛି। ୨୦୨୫ ଏପ୍ରିଲ ୩୦ରେ ସରିବ ଏହି କମିଟିର କାର୍ଯ୍ୟକାଳ ।

ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସୋସିଆଲ ମିଡ଼ିଆରେ ଏ ସଂପର୍କରେ ପୋଷ୍ଟ କରି ଲେଖିଛନ୍ତି ପବ୍ଲିକ୍ ଆକାଉଣ୍ଟ ପାର୍ଲାମେଣ୍ଟାରୀ କମିଟିର ଅଂଶ ହୋଇଥିବାରୁ ମୁଁ କୃତଜ୍ଞ ।

 

Leave a Reply

Your email address will not be published. Required fields are marked *