ସୁନ୍ଦରଗଡର ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜିର ବିସ୍ଫୋରକ ଜବତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରକ ଜବତ କଲା ସୁରକ୍ଷା ବାହିନୀ । ପୂର୍ବରୁ ଅଢ଼େଇ ଟନ୍ ବିସ୍ଫୋରକ ଜବତ ହୋଇଥିଲାଏକ ସପ୍ତାହ ତଳେ ୪ ଟନ୍ ରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା । ଏହି ଘଟଣା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇ ଆଲର୍ଟ ଜାରି ହୋଇଯାଇଛି । ବାରମ୍ଭାର ବିସ୍ପୋରକ ଜବତ ହେଉଥିବାରୁ ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି। Post navigation ଭୁଲ ଇଞ୍ଜେକ୍ସନ ଦେବାରୁ ଗଲା ୫ ରୋଗୀଙ୍କ ଜୀବନ ! ଆଇସ୍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍; ୪ ଅସୁସ୍ଥ