ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ଦିଆଗଲା ପରାମର୍ଶ । କୌଣସି ପରିସ୍ଥିତିରେ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଘର ବାଲକୁନିକୁ ନ ବାହାରିବା ପାଇଁ ସୋଶାଲ ମିଡିଆରେ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା କରାଯାଇଛି। ଯୁଦ୍ଧ ସାଇରନ୍ ବାଜିବା ପରେ ସକ୍ରିୟ ହୋଇଛି ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ। ଅନ୍ୟପକ୍ଷରେ ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା। Post navigation ଚାନ୍ଦିପୁରରେ ସୁରକ୍ଷା ପାଇଁ ହାଇଆଲର୍ଟ; ବୈଠକ ଡାକିଲେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ