ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବାଂଲା ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ସେ କହିଛନ୍ତି ତଟ ସୁରକ୍ଷା ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି କମାଣ୍ଡ କଣ୍ଟ୍ରୋଲ ରୁମ୍ । ଗୋଟିଏ ସ୍ଥାନରେ ୧୧ଟି ଏଜେନ୍ସୀ ଏକାଠି ହୋଇଛନ୍ତି । Post navigation Southwest Monsoon arrives in Kerala, marks start of India’s Rainy Season DMF Fund: ରାଜ୍ୟରେ DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି