ଖାରଜ ହେଲା ଡାନି ଘଡ଼େଇଙ୍କ ନିର୍ବାଚନୀ ମାମଲା । ଓଡ଼ିଶା ହାଇକୋର୍ଟ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ (ଡାନି ଘଡେଇ)ଙ୍କ ସମ୍ପର୍କିତ ନିର୍ବାଚନୀ ମାମଲାକୁ ଖାରଜ କରିଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ରାୟ ଦେଇଛନ୍ତି । ବିନା ଶୁଣାଣିରେ ସୁକିନ୍ଦା ନିର୍ବାଚନୀ ମାମଲା ଖାରଜ ପାଇଁ କରିଥିଲେ ଆବେଦନ । ସୂଚନା ଯୋଗ୍ୟ; ପ୍ରଦୀପ ବଳସାମନ୍ତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଆସନରୁ ୯,୫୭୭ ଭୋଟ ବ୍ୟବଧାନରେ ବିଜେଡିର ପ୍ରୀତିରଞ୍ଜନ ଘଡେଇଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। Post navigation Rajya Sabha Election 2026: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି: ସାରଦା ଜେନା Naveen Slams Odisha Govt: ମହିଳା ସୁରକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ