ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ। ରାଜ୍ୟ ଅତିଥି ଭବନଠାରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଚନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେମ୍ ସିଂ ତମାଙ୍ଗଙ୍କୁ ରୂପାର କୋଣାର୍କ ଚକ୍ର ଉପହାର ପ୍ରଦାନ କରିଥିଲେ । ଏବଂ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ପାରମ୍ପରିକ ବୌଦ୍ଧ ଧାର୍ମିକ ଚିତ୍ର (ଥାଂଗକା) ଉପହାର ଦେଇଛନ୍ତି।

Leave a Reply

Your email address will not be published. Required fields are marked *