Odisha effects major reshuffle in IAS cadre
ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଯେଉଁଥିରେ ମୋଟ ୪୯ ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି ।
 
ମିଳିଥିବା ସୂଚନା ଅନୁଯାୟୀ,  ଚଞ୍ଚଳ ରାଣା ହୋଇଛନ୍ତି ବିଏମସିର ନୂଆ କମିସନର । ସେହିପରି ଦିବ୍ୟଜ୍ୟୋତିଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ମୋହନ ସରକାରରେ ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି ।
 
ସଞ୍ଜିବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ । ହେମନ୍ତ ଶର୍ମା ହେଲେ ସୂଚନା ଓ ଲୋକ ସଂପର୍କ ସଚିବ । ରୂପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ ହୋଇଛନ୍ତି ।
 
➡️ଦିବ୍ୟଜ୍ୟୋତି ପରିଡ଼ା – ପୁରୀ ଜିଲ୍ଲାପାଳ
➡️ହେମନ୍ତ ଶର୍ମା – ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ
➡️ଅମ୍ବର କୁମାର କର – ଯାଜପୁର ଜିଲ୍ଲାପାଳ
➡️କୀରନଦୀପ କୌର – ସିଏମ୍‌ସି କମିସନର
➡️ସୋମେଶ ଉପାଧ୍ୟାୟ – ମାଲକାନଗିରି ଜିଲ୍ଲାପାଳ
➡️ଆଶିଷ ଈଶ୍ୱର ପାଟିଲ – ଢେଙ୍କାନାଳ ଜିଲ୍ଲାପାଳ
➡️ଦିବ୍ୟଜ୍ୟୋତି ପରିଡ଼ା – ପୁରୀ ଜିଲ୍ଲାପାଳ
➡️ଅମ୍ବର କୁମାର କର – ଯାଜପୁର ଜିଲ୍ଲାପାଳ
➡️ଶୁଭଙ୍କର ମହାପାତ୍ର – ସୁନ୍ଦରଗଡ଼ ଜିଲ୍ଲାପାଳ
➡️କିର୍ଥୀ ଭାସନ – ଗଞ୍ଜାମ ଜିଲ୍ଲାପାଳ
➡️ମହେଶ୍ୱର ସ୍ୱାଇଁ – ନବରଙ୍ଗପୁର ଜିଲ୍ଲାପାଳ
➡️ଅମ୍ରିତ ଋତୁରାଜ – ଖୋର୍ଦ୍ଧା ଜିଲ୍ଲାପାଳ

By Nirvay

Leave a Reply

Your email address will not be published. Required fields are marked *