4 proposals get Odisha Cabinet nod
କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
 
ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି । ଜୈବ ପ୍ରଯୁକ୍ତି ବିଜ୍ଞାନ ପାଇଁ ୫ ବର୍ଷରେ ବ୍ୟୟ ହେବ ୧୧୧୩ କୋଟି ।
 
ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ ହଜାର ଶହେ କୋଟି, ଛେଳିଗଡ଼ ଜଳସେଚନ ପ୍ରକଳ୍ପ କଂକ୍ରିଟ ଡ୍ୟାମ୍‌ ପାଇଁ ୧୫୧ କୋଟି, ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ସରକାରୀ ଜମି ପାଇଁ ୨ କୋଟି ୬୦ ଲକ୍ଷ ଛାଡ଼କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *