Bangladesh to hold election in first half of April 2026,
ବାଂଲାଦେଶରେ ନିର୍ବାଚନ ପାଇଁ ଦାବି ବଢ଼ୁଥିବା ବେଳେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୬ ଏପ୍ରିଲ୍‌ ପ୍ରଥମାର୍ଦ୍ଧର ଯେକୌଣସି ଦିନ ହୋଇପାରେ ।
 
ଶେଖ୍‌ ହସିନା ସରକାରର ପତନ ପରେ ଏହା ହେବ ବାଂଲାଦେଶର ପ୍ରଥମ ସାଧାରଣ ନିର୍ବାଚନ । କହିରଖୁଛୁ ଯେ, ଗତ ବର୍ଷ ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ହୋଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *