ପାକିସ୍ତାନରୁ ଆସି ଲଙ୍ଗ ଟର୍ମ ଭିସାରେ ଥିବା ହିନ୍ଦୁଙ୍କର ଭିସା ହେବନି ରଦ୍ଦ । ଲଙ୍ଗ ଟର୍ମ ଭିସାeରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଭାରତ ସରକାର । Post navigation ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ୍ ଦୃଶ୍ୟ ମିଡିଆରେ ପ୍ରସାରଣ କରିବାକୁ ବାରଣ ଭାରତ ଝେଲମ ନଦୀ ପାଣି ଛାଡ଼ିବା ପରେ ପାକିସ୍ତାନରେ ବନ୍ୟା ସ୍ଥିତି; ଭାରତକୁ ଦାୟୀ କଲା ପାକିସ୍ତାନ