ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ । ଆସନ୍ତା ଏପ୍ରିଲରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ପାଠ୍ୟପୁସ୍ତକ ପହଞ୍ଚିବ । ଏ ନେଇ ସବୁ ଜିଲ୍ଲା କୋର୍ଡିନେଟରଙ୍କୁ OSEPAର ଚିଠି ଲେଖିଛନ୍ତି । BEO ଓ CRC ଅଫିସରେ ବହି ଗଚ୍ଛିତ ନରଖି ବିଦ୍ୟାଳୟକୁ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି OSEPA । ସୂଚନା ଯୋଗ୍ୟ ଯେ ୨୦୨୪ ଡିସେମ୍ବର ୨୮ରୁ ପ୍ରଥମରୁ ୮ମ ଶ୍ରେଣୀ ବହି ଯୋଗାଣ ଆରମ୍ଭ ହୋଇଛି । Post navigation ବଲାଙ୍ଗିର ରେଳ ୱାଗନ୍ରୁ ବୋମା ଜବତ ଘଟଣା: ଗୋଳାବାରୁଦ କାରଖାନାର ୨ କର୍ମଚାରୀ ନିଲମ୍ବିତ ଡବଲ ଇଞ୍ଜିନ ସରକାରଙ୍କ ରେଳ ବଜେଟ ନୈରାଶ୍ୟଜନକ: ବିଜେଡି