କିସ୍ ଜମି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ସେ କହିଛନ୍ତି ଆମେ ଆଦିବାସୀ ମନ୍ତ୍ରାଳୟର ଚିଠି ପାଇଛୁ। ତା’ ଉପରେ ଅନୁଧ୍ୟାନ କରାଯାଉଛି। ଆଗରୁ କଣ ହୋଇଥିଲା ସେ ବିଷୟରେ ଆମେ ଜାଣିନୁ। ଏବେ କେସ୍ ରେକର୍ଡ ଷ୍ଟଡି କରାଯାଉଛି। ସେହି ସ୍ଥାନରେ କ’ଣ ହୋଇଛି ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଲେ ଜିଲ୍ଲାପାଳ। Post navigation ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ ଟ୍ରକ୍ ଚାପାରେ ମହିଳା ସଫେଇ କର୍ମଚାରୀଙ୍କ ମୃତ୍ୟୁ