ଭାରତୀୟ ପାରା ସ୍ପ୍ରିଣ୍ଟର ସିମରନ୍ ଶର୍ମା ଆଇଚି-ନାଗୋୟା ୨୦୨୬ ଏସିଆନ୍ ପାରା ଗେମ୍ସରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ୧୦୦ ମିଟର ଟି-୧୨ ଦୌଡ଼ରେ ସେ ୧୨.୦୨ ସେକେଣ୍ଡରେ ଦୌଡ଼ ଶେଷ କରି ଗେମ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ୨୦୦ ମିଟର ଟି-୧୨ ଦୌଡ଼ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସ୍ପ୍ରିଣ୍ଟିଂ ଓ ଜାଭେଲିନ୍ ଥ୍ରୋ ଭଳି ବିଭିନ୍ନ ଇଭେଣ୍ଟରେ ମଧ୍ୟ ଭାରତୀୟ ଖେଳାଳିମାନେ ଏକାଧିକ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । Post navigation Revenue Minister Reviews Kotia Dispute: କୋଟିଆ ପ୍ରସଙ୍ଗ: ଆଇନଗତ ପଦକ୍ଷେପ ଉପରେ ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ୱ