Tag: para sprinter

Simran Wins Gold at Asian Para Games: ଏସିଆନ୍ ପାରା ଗେମ୍ସରେ ସିମରନ୍‌ଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ

ଭାରତୀୟ ପାରା ସ୍ପ୍ରିଣ୍ଟର ସିମରନ୍ ଶର୍ମା ଆଇଚି-ନାଗୋୟା ୨୦୨୬ ଏସିଆନ୍ ପାରା ଗେମ୍ସରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ୧୦୦ ମିଟର ଟି-୧୨ ଦୌଡ଼ରେ ସେ ୧୨.୦୨ ସେକେଣ୍ଡରେ ଦୌଡ଼ ଶେଷ କରି ଗେମ୍ସ ରେକର୍ଡ ସହ ସ୍ୱର୍ଣ୍ଣ…