Oplus_131072

ଦଶହରା ଅବସରରେ ଦିଲ୍ଲୀରେ ଆୟୋଜିତ ରାବଣ ଦହନ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି । ଦ୍ୱାରକାର ସେକ୍ଟର-୧୦ସ୍ଥିତ ଶ୍ରୀରାମ ଲୀଳା କମିଟି ପଡ଼ିଆ ଏବଂ ଦିଲ୍ଲୀର ଡିଡିଏ ଉତ୍ସବ ପଡ଼ିଆରେ ଦଶହରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସାରା ଦେଶ ରାମଲୀଳାର ଉତ୍ସବରେ ମଗ୍ନ ରହିଛି । ଦେଶର ବିଭିନ୍ନ ସ୍ଥାନରେ ରାମଲୀଳା ମଞ୍ଚସ୍ଥ ହେଉଛି । ଏହି ପରମ୍ପରା ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଜୀବନ୍ତ ରଖିବା ସହ ଅତ୍ୟାଚାର ଓ ଆତଙ୍କର ଅନ୍ତ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ଦେଉଛି ।

By Nirvay

Leave a Reply

Your email address will not be published. Required fields are marked *