ସଂସଦର ପ୍ରଶ୍ନକାଳରେ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓଙ୍କ ଉତ୍ତର ରଖି କହିଛନ୍ତି ପିଏମ୍ ସୂର୍ଯ୍ୟଘର ଯୋଜନାରେ ୭୮ ହଜାର ଟଙ୍କା ସହାୟତା ମିଳିବ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ବାରା ବିଜୁଳି ମିଳିବ। ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯିବ। ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ଅନୁଦାନ ରହିଛି। ଉପଭୋକ୍ତା ମାସିକ ୩ଶହ ୟୁନିଟ ମାଗଣା ବିଦ୍ୟୁତ ଉପଯୋଗ କରିପାରିବେ। Post navigation ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ତାଲିକା ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ: ଅଶ୍ୱିନୀ ବୈଷ୍ଣବ