ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ମନମୁଣ୍ଡା ପୋଲିସ ବ୍ୟାରେକ୍‌ରେ ଚଢ଼ାଉ କରି ଗିରଫ । ମନମୁଣ୍ଡା ଥାନା ପୋଲିସ ବାରାକରୁ ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏସପିଙ୍କ ତଦନ୍ତ ସମୟରେ ଯବାନଙ୍କ ନିକଟରୁ ଜବତ ହୋଇଥିଲା ଗଞ୍ଜେଇ। ଘଟଣାରେ ୩ ଆଇଆରବି ଯବାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ ବୌଦ୍ଧ ଏସପି ରାହୁଲ ଗୋଏଲ ।

Leave a Reply

Your email address will not be published. Required fields are marked *