ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରେ ହାତୀ ମୃତଦେହ ଘଟଣାରରେ ୩ ଭାଇଙ୍କୁ ଗିରଫ । ୩ ଭାଇଙ୍କୁ ଗିରଫ କଲା ବନବିଭାଗ । ସେମାନେ ହେଲେ ନାକିଚୁଆ ଗାଁର ହିରୁ ହାଁସଦା, ସଂଗରାୟ ହାଁସଦା ଓ ତଫାନ ହାଁସଦା। ହାତୀ ଘରେ ପଶିଯିବା ଭୟରେ ଲୁହା ତାର ବାଡ଼ରେ କରେଣ୍ଟ ଲଗାଇଥିଲେ । କରେଣ୍ଟ ସଂସ୍ପର୍ଶରେ ଆସି ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ।

Leave a Reply

Your email address will not be published. Required fields are marked *