Day: 5 September 2026

Teachers’ Day: ଶିକ୍ଷକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଓ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ; ଅହମ୍ମଦାବାଦରେ ପ୍ରଶିକ୍ଷଣ ନେବେ ଓଡ଼ିଶାର ୪୦ ଶିକ୍ଷକ

ଓଡ଼ିଶାର ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆ ପଦକ୍ଷେପ ନିଆଯାଇଛି । ଏହାର ଅଂଶ ଭାବେ ରାଜ୍ୟର ୪୦ ଜଣ ଶିକ୍ଷକ ଗୁଜରାଟର ଅହମ୍ମଦାବାଦରେ ୬ ଦିନିଆ ପ୍ରଶିକ୍ଷଣ ଗ୍ରହଣ କରିବେ ।…

Teachers’ Day 2026: ଅଣଅନୁଦାନପ୍ରାପ୍ତ ସ୍କୁଲ୍‌କୁ ଅନୁଦାନ, ପେନସନ ଆଦି ଦାବିରେ ଗୁରୁଦିବସରେ ରାଜରାସ୍ତାରେ ଶିକ୍ଷକଙ୍କ ବିକ୍ଷୋଭ

ଗୁରୁଦିବସ ଅବସରରେ ଭୁବନେଶ୍ୱରର ରାଜରାସ୍ତାରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ । ଅନୁଦାନରୁ ବଞ୍ଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ପେନସନ୍ ଓ ଅବସରକାଳୀନ ସୁବିଧା ସମେତ ବିଭିନ୍ନ ଦାବିରେ ଲୋୟର…

Teachers’ Day 2026: ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି । କଟକସ୍ଥିତ ସେକେଣ୍ଡାରୀ…