Day: 25 March 2026

Malkangiri Bandh: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା

ଚାରି ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି…

Dry Day Declared In Basudevpur: ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ

ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ନବମୀ । ଏ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ । ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ । ଆଜି ଶ୍ରୀରାମ ନବମୀ ପାଳନ ଏବଂ କଳଶ ଶୋଭା ଯାତ୍ରାକୁ ଦୃଷ୍ଟିରେ ରଖି…

Ratna Bhandar Inventory: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି

ଆଜି ଖୋଲିବ ରତ୍ନଭଣ୍ଡାର । ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି । ୪୮ ବର୍ଷ ପରେ ହେବ ରତ୍ନଭଣ୍ଡାର ଗଣତି । ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ଶୁଭ ମୂହୁର୍ତ୍ତର ରହିଥିବା ବେଳେ ଏହି ସମୟ…

Vigilance Nabs Auditor: ଭିଜିଲାନ୍ସ ଜାଲରେ ଅଡ଼ିଟର୍‌ ଅମ୍ବିକା ପ୍ରସାଦ ରଥ

ଲାଞ୍ଚ ନେଇ ବନ୍ଧା ହେଲେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର ଅମ୍ବିକା ପ୍ରସାଦ ରଥ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କିରିଛି । ଖୋର୍ଦ୍ଧାର ଏକ ଡିଗ୍ରୀ କଲେଜର ଜଣେ…