Day: 20 March 2026

Farmers Protest: ମଣ୍ଡିରୁ ଉଠୁନି ଧାନ; ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ବିକ୍ଷୋଭ କଲେ ଚାଷୀ

ମଣ୍ଡିରୁ ଉଠୁନି ଧାନ । ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ ସାମ୍ନାକୁ ଆସିଛି। ଚାନ୍ଦବାଲି ତିହିଡ଼ି ବ୍ଲକ୍‌ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଫଳରେ ଭଦ୍ରକ ଚାନ୍ଦବାଲି…

Major Fire Breaks Out At Priyadarshini Market: ଭୁବନେଶ୍ୱର ସିଆରପି ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱରର ସିଆରପି ଛକ ନିକଟରେ ଥିବା ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ…

Rairangpur Bandh: ୨ ଦିନିଆ ରାଇରଙ୍ଗପୁର ସବ୍‌ଡିଭିଜନ ବନ୍ଦ ପାଳନ

୨ ଦିନିଆ ରାଇରଙ୍ଗପୁର ସବ୍‌ଡିଭିଜନ ବନ୍ଦ ପାଳନ। ୩ ଦଫା ଦାବି ନେଇ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଆଦିବାସୀ ସଂଗଠନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ଦୁଇ ଦିନିଆ ବନ୍ଦ ପାଇଁ ରାଇରଙ୍ଗପୁର ଉପଖଣ୍ଡରେ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ…

Rebate On Pending E‑Challan Fines: ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ଵସ୍ତି; ଟ୍ରାଫିକ୍ ଜରିମାନା ଉପରେ ଅଧା ରିହାତି ଦେବେ ସରକାର

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ଵସ୍ତି। ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣର ଅଧା ରିହାତି ଦେବେ ସରକାର । ଏ ନେଇ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ନୂତନ ବିଜ୍ଞପ୍ତି ଅନୁଯାୟୀ, ବକେୟା ଇ-ଚାଲାଣରେ ୫୦%…