Day: 11 March 2026

2 Block Chairperson Resigns From BJD: ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ

ବାଲେଶ୍ୱରରେ ପୁଣି ବିଜେଡ଼ିକୁ ଝଟକା । ବାଲେଶ୍ୱରରେ ଜଣଙ୍କ ପରେ ଜଣେ ଛାଡୁଛନ୍ତି ବିଜେଡି ହାତ । ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା । ବାଲେଶ୍ୱର ସଦର ବ୍ଲକର ଅଧ୍ୟକ୍ଷା ସୁନିତା ବେହେରା ବିଜୁ ଜନତା ଦଳ…

Paddy Procurement: ଅମାନିଆ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ; ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ

ମହଙ୍ଗା ପଡ଼ିଲା ଅବହେଳା । ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ରେ କାର୍ଯ୍ୟରତ ୬୯ ଜଣ ନୋଡାଲ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬୯ ମଣ୍ଡି ନୋଡାଲ ଅଫିସର୍‌ଙ୍କ ଦରମା ବନ୍ଦ କରାଯାଇଛି। ମାର୍ଚ୍ଚ…

Odisha Vigilance Raid: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲ୍‌ଦାର

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ।ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି…