Day: 24 February 2026

SuperMarket Fire: ଭୁବନେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଫୋମ ଦ୍ଵାରା ନିଆଁକୁ କରାଯିବ ଆୟତ

ଭୁବନେଶ୍ୱର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଅଗ୍ନିକାଣ୍ଡ ଘଟିଯାଇଛି । ଗତକାଲି ରାତି ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଥିବା ବେଳେ ଏ ପର୍ଯ୍ୟନ୍ତ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି ନିଆଁ । ତେଣୁ ପାଣି…

Maoists Letter To Chhattisgarh HM: ଆତ୍ମସମର୍ପଣ ପାଇଁ ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ନକ୍ସଲଙ୍କ ଚିଠି

ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କିଛି ନକ୍ସଲ ସଂଗଠନର ଚିଠି । ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ ରହିଛି। ଆତ୍ମସମର୍ପଣ ପାଇଁ ଚାହୁଁଥିବା ନକ୍ସଲ ସଂଗଠନ ବିବିଏମ୍‌ ପକ୍ଷରୁ ସୂଚନା ମିଳିଛି। ମାର୍ଚ୍ଚ ୧/୨ତାରିଖ ସୁଦ୍ଧା ଆତ୍ମସମର୍ପଣ…

BJD Protest In BBSR: ଚାଷୀ ସମସ୍ୟା ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ରାଜଧାନୀର ଲୋୟର ପିଏମଜିରେ ବିଜେଡିର ବିକ୍ଷୋଭ । ଚାଷୀ ସମସ୍ୟା, ମହିଳାଙ୍କ ହକ୍, ଆଇନ ଶୃଙ୍ଖଳା ଭଳି ସଂଗୀନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି। ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ…

Fire Breaks Out In Supermarket: ଭୁବନେଶ୍ୱର ସୁପରମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଅଗ୍ନିକାଣ୍ଡ ଘଟିଯାଇଛି । ଗତକାଲି ରାତି ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଥିବା ଏ ପର୍ଯ୍ୟନ୍ତ ଆୟତ୍ତ ହୋଇପାରିନି ନିଆଁ । ତୃତୀୟ ମହଲାରେ ଥିବା ଅନେକ ପ୍ଲାଇ,ପ୍ଲାଷ୍ଟିକ ଓ…