Day: 21 February 2026

Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି ରହିବ ବୋଲି ଘୋଷଣା କରାଯାଇଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଲଗାତାର ହଟ୍ଟଗୋଳ ପାଇଁ ଏହି ମୁଲତବି ଘୋଷଣା କରାଯାଇଛି । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ନାରାବାଜି ଲଗାତାର…

Handi Bhanga Ritual At Lingaraj Temple: ୧୧ ବର୍ଷ ପରେ ଆଜି ହେବ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବ, ଯାହା ୧୧ ବର୍ଷ ପରେ ପାଳନ କରାଯାଉଛି । ଦୀର୍ଘ ୧୧ ବର୍ଷ ଧରି ବିବାଦ ପାଇଁ ବନ୍ଦ ହୋଇଥିଲା ଯାତ । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି…

Trump Announces 10% Global Tariff: ଟ୍ରମ୍ପଙ୍କ ବିଶ୍ୱବ୍ୟାପି ୧୦% ନୂଆ ଟାରିଫ୍‌ ଘୋଷଣା

ଟ୍ରମ୍ପଙ୍କ ଟାରିଫ୍‌ ନିଷ୍ପତ୍ତିକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ କହିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି । ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରି ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ…