Month: February 2026

Union Budget 2026: ସଂସଦରେ ଆଗତ ହେଲା ବଜେଟ୍‌ ୨୦୨୬-୨୭

ସଂସଦରେ ବଜେଟ୍‌ ୨୦୨୬-୨୭ ଆଗତ । ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ୯ମ ଥର ପାଇଁ ବଜେଟ୍‌ ଆଗତ କଲେ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖିଲେ । ସେ କହିଛନ୍ତି…

Union Budget 2026: ବଜେଟ୍‌ ଫାଇଲ୍‌ ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍‌-୨୦୨୬ ଉପସ୍ଥାପନ କରିବେ। ବଜେଟ୍‌ ଫାଇଲ୍‌ ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି-ଚିନି ଖୁଆଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି…

Commercial LPG Cylinder Prices Hiked: ବଜେଟ୍‌ ପୂର୍ବରୁ ବଢ଼ିଲା କମର୍ସିଆଲ୍‌ LPG ଦର

ବଜେଟ୍‌ ପୂର୍ବରୁ ବଢ଼ିଲା କମର୍ସିଆଲ୍‌ LPG ଦର । ୧୯ କେଜି କମର୍ସିଆଲ୍‌ LPG ଦର ୪୯ ଟଙ୍କା ବଢ଼ିଲା । ୧୯ କେଜି କମର୍ସିଆଲ୍‌ LPG ଦର ୧୭୪୦ ଟଙ୍କାଙ୍କୁ ବୃଦ୍ଧି ହୋଇଥିବା ବେଳେ ଘରୋଇ LPG ଦର ଅପରିବର୍ତ୍ତିତ…