Day: 28 December 2025

Vegetable Shop Fire: ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ; କୁଦାନଗରି ଆଇଆଇସିଙ୍କ ବଦଳି

ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଆଇଆଇସି ଅରବିନ୍ଦ ଶରଣ ମହାନ୍ତି ବଦଳି । ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ କୁଦାନଗରି ଆଇଆଇସିଙ୍କୁ ବଦଳି…

Mamata Banerjee’s Anger On Odisha: ଓଡ଼ିଶା ଉପରେ ମମତାଙ୍କ ରାଗ; ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ତଦନ୍ତ ପାଇଁ ପଠାଉଛନ୍ତି ନିଜ ପୁଲିସ

ଭାଜପା ଶାସିତ ରାଜ୍ୟ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଶ କ୍ଷୁବ୍ଧ। ନୟାଗଡ଼ରେ ମୁର୍ଶିଦାବାଦର ଜଣେ ଶ୍ରମିକଙ୍କୁ ପୁଲିସର ପଚରା ଉଚରା ନେଇ ସେ ଡିଜିପିଙ୍କୁ ଟାର୍ଗେଟ କରିଥିଲେ । ଏବେ ସମ୍ବଲପୁରରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂପର୍କରେ…

Foundation Day of BJD: ଶଙ୍ଖଭବନରେ ଚାରି ଯୁବନେତା ନଥିଲେ କାହିଁକି ?

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଚାରି ଯୁବନେତାଙ୍କୁ ଶଙ୍ଖଭବନରେ ଦେଖ‌ିବାକୁ ମିଳିଲା ନାହିଁ । ସେମାନେ ହେଲେ ପୂର୍ବ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କାର୍ଯ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ସୁଜାତା ଲାଓ ପାର୍ଟି ବଚାଓ ଅଭିଯାନର…