Day: 23 December 2025

Tree Plantation Scam In Modi’s Name: ମୋଦୀଙ୍କ ନାମରେ ବୃକ୍ଷରୋପଣ ଠକେଇ; ୫୦୦ ସ୍ଥାନରେ ୨୦ ଗଛ ଲଗାଇ ୨ଲକ୍ଷ ୮୦ହଜାର ଚଳୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ୧ କୋଟି ବୃକ୍ଷ ରୋପଣ ନିମନ୍ତେ ବ୍ୟାପକ ଆୟାଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଜରିଆରେ ଗୋଟିଏ ଦିନରେ ୧ କୋଟି ବୃକ୍ଷ ରୋପଣ ପାଇଁ…

BJP Got Donations: ଦାନ ଆକାରରେ ୬ହଜାର କୋଟିରୁ ଅଧିକ ପାଇଛି ଭାଜପା

ଦେଶର ସମସ୍ତ ରାଜନୈତିକ ଦଳ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନସୂତ୍ରରେ ପାଇଥିବା ଅର୍ଥର ବିବରଣୀ ନିର୍ବାଚନ କମିଶନ ନିକଟରେ ସେୟାର କରିଛନ୍ତି । ନିର୍ବାଚନ କମିଶନର ୱେବସାଇଟ୍‌ ଉପଲବ୍ଧ ତଥ୍ୟ ଅନୁଯାୟୀ, ଲୋକସଭା ଏବଂ ବହୁ ବିଧାନନସଭା ନିର୍ବାଚନର ମୂଳସାକ୍ଷୀ ବନିଥିବା…

Women Cricketers’ Match Fees Increase: ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି

ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି କଲା ବିସିସିଆଇ । ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଅଫ୍ ଆପେକ୍ସ କାଉନସିଲ୍ ଘରୋଇ କ୍ରିକେଟ୍ ରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି। ଏହା ମହିଳା କ୍ରିକେଟର…

Farmer Protest: ନବରଙ୍ଗପୁରର ଝରିଗାଁରେ ଚାଷୀଙ୍କ ଅନନ୍ୟ ପ୍ରତିବାଦ

ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ଚାଷୀଙ୍କ ଅନନ୍ୟ ଦିବାରାତ୍ର ପ୍ରତିବାଦ। ଧାନ ଓ ମକା ଫସଲ କିଣିବାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ତିନିଟି ବ୍ଲକର ମିଳିତ ଚାଷୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି…

West Bengal Tourists Drown In Puri Sea: ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ; ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ…

Cold wave: ହାଡଭଙ୍ଗା ଶୀତରେ ଥରୁଛି ପୂରା ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି ।…