ତାଜା ଖବର ରାଜ୍ୟ Vigilance Raid: ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ December 18, 2025 Papirani ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦଶମନ୍ତପୁର ଥାନା ଅଧିକାରିଣୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକମା ହାଁସଦା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଛନ୍ତି । ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଫସିଲେ।…
ତାଜା ଖବର ଦେଶ Sukma Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୩ ମାଓବାଦୀ ସଫା December 18, 2025 Papirani ଛତିଶଗଡର ସୁକମା ଜିଲ୍ଲା ଗୋଲାପଲ୍ଳୀ ଜଙ୍ଗଲରେ ଏନକାଉଣ୍ଟର । ଶତାଧିକ ମାଓବାଦୀ ଲୁଚିଥିବା ବେଳେ ଡିଆରଜି ଯବାନଙ୍କ ଏନକାଉଣ୍ଟର। ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମହିଳାଙ୍କ ସହିତ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ଆଧାରରେ,…
ତାଜା ଖବର ରାଜ୍ୟ Common Area Registration: ୨୦ ହଜାର ଦେଲେ ଏରିଆ ରେଜିଷ୍ଟ୍ରେସନ୍ December 18, 2025 Papirani ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜୀକରଣ। ରିଅଲ ଇଷ୍ଟେଟ୍ ପ୍ରକଳ୍ପର ସଂପୂର୍ଣ୍ଣ କମନ ଏରିଆ ଏଣିକି ୨୦ ହଜାର ଟଙ୍କାରେ ପଞ୍ଜୀକରଣ କରାଯିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ…
ତାଜା ଖବର ରାଜ୍ୟ Ambulance Corridor: ଖଣ୍ଡଗିରିରୁ ଏମ୍ସକୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର December 18, 2025 Papirani ଖଣ୍ଡଗିରିରୁ ଏମ୍ସକୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି । ଏହା ମଧ୍ୟରୁ ଗୋଟିଏ ଲେନ୍ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ ବୋଲି ଏ ନେଇ ପୂର୍ତ୍ତ ବିଭାଗର…
ତାଜା ଖବର ରାଜ୍ୟ Keonjhar Lecturer Murder: କେନ୍ଦୁଝରରେ ମହିଳା ଅଧ୍ୟାପିକାଙ୍କର ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଗିରଫ December 18, 2025 Papirani କେନ୍ଦୁଝରରେ ମହିଳା ଅଧ୍ୟାପିକାଙ୍କର ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଟାଉନ୍ ଥାନା ପୋଲିସ। ଗତକାଲି କେନ୍ଦୁଝର ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଥିଲା। ମାମଲାରେ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ପୋଲିସ। ଗତକାଲି…
ତାଜା ଖବର ରାଜ୍ୟ Dhauli Gang Rape: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ December 18, 2025 Papirani ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍ ଓ ଧଉଳି ଥାନା ପୋଲିସ । ପୂର୍ବରୁ…
ତାଜା ଖବର ଦେଶ Delhi Pollution: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ; ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ତେଲ ମିଳିବନି December 18, 2025 Papirani ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ଏହାକୁ ଦୃଷ୍ଟିରେ ରଖି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର କଠୋର ପଦକ୍ଷେପ ନେଉଛନ୍ତି। ଗୁରୁବାର ଠାରୁ…