Day: 16 December 2025

Pitabas Panda Murder Case: ପୀତବାସ ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ । ଆଜି ସ୍ଥାନୀୟ ଏକ କୋର୍ଟ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ…

Odisha Congress: ମୋକିମ ଦଳରେ ରହିବାକୁ ଚାହୁଁ ନଥିଲେ- ଭକ୍ତ

କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଯଦି ମୋକିମଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଥାଆନ୍ତା, ତେବେ ଚିଠି ଦେଇ ଗଣମାଧ୍ୟମରେ କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ସେ…

Delhi-Agra Expressway Crash: ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ଦୁର୍ଘଟଣା; ଅନେକ ଲୋକ ଜୀବନ୍ତ ଦଗ୍ଧ

ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଧରଣର ଦୁର୍ଘଟଣା । ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଛି । ଯମୁନା ଏକ୍ସପ୍ରେସୱେରେ ସାତଟି ବସ୍ ଏବଂ ତିନୋଟି କାର ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ…

Bhadrak Encounter: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସର ଏନ୍‌କାଉଣ୍ଟର ହୋଇଛି । ନମ୍ବର ନଥିବା କଳା ପଲସର୍‌ରେ ଵୁଲୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଟାଉନ୍…