Day: 12 December 2025

Zubeen Garg Death Case: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ୩୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ବୁହ ଚର୍ଚ୍ଚିତ ଆସାମର ଲୋକପ୍ରିୟା ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦଳ ଶୁକ୍ରବାର ଅଦାଲତଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଛି । ମୃତ୍ୟୁର ୩ ମାସ ପରେ ଚାର୍ଜସିଟ୍ ଦାଖଲ କଲା ଆସାମ ପୋଲିସ STF ।…

Minor Girl Raped: ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜଧାନୀ ଭୁବନେଶ୍ୱରରେ ଜଣେ ୧୧ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି କରଯାଇଛି। ଅଭିଯୋଗ ପାଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ…

Cold wave: ଥରୁଛି ସାରା ଓଡ଼ିଶା; ପୁଣି ୩ଡିଗ୍ରୀ ଛୁଇଁଲା ପାରଦ

ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତର ପରିମାଣ। ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଚଳିତ ବର୍ଷ ପ୍ରଥମ ଥର…

Shivraj Patil Passes Away: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ ଚାକୁରକରଙ୍କର ଶୁକ୍ରବାର ଲାଟୁରରେ ପରଲୋକ ହୋଇଛି। ଆଜି ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ହେତୁ ଆଜି ସକାଳ ପ୍ରାୟ ୬.୩୦…

Fire Breaks Out At Bar: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ଆଜି ଭୁବନେଶ୍ୱରର ସତ୍ୟ ବିହାର ଅଞ୍ଚଳରେ ଥିବା ଏକ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳୁଛି ବାର୍‌ ଓ ଚାରିଆଡ଼େ ଧୂଆଁମୟ ପରିବେଶ ଦେଖା ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…