ଖେଳ ତାଜା ଖବର ଦେଶ ରାଜ୍ୟ IND vs SA T20 Match: ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍; ଦେଖିପାରିବେ ସାଧାରଣ ଲୋକ December 8, 2025 Papirani ଆସନ୍ତା କାଲି ଟି-୨୦ ଟକ୍କର ପୂର୍ବରୁ ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ମ୍ୟାଚ୍ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି । ଏଥିପାଇଁ ଉଭୟ ଦଳ ଆଜି କଟକର ବାରବାଟୀ…