Day: 3 December 2025

Tara Tarini Temple in Darkness: ୩ ଦିନ ହେଲା ଅନ୍ଧାରରେ ତାରାତାରିଣୀ ପୀଠ

୩ ଦିନ ହେଲା ଅନ୍ଧାରରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ଅନ୍ଧାର । କୋଟି କୋଟି ଟଙ୍କା ବ୍ୟୟରେ ମନ୍ଦିରରେ ଲାଗିଥିବା ଅଲୋକୀକରଣ ବ୍ୟବସ୍ଥା ଫେଲ ମାରିଛି । ୩ ଦିନ ହେଲା ମନ୍ଦିରରେ ବେଢା ଓ ଗର୍ଭଗୃହରେ ନାହିଁ ଆଲୋକୀକରଣ…

T-20 At Barabati: ଓସିଏ ଅନୁବନ୍ଧିତ ସଂସ୍ଥା ପାଇଁ ଆଜିଠୁ ବିକ୍ରି ହେବ ଟି ୨୦ ମ୍ୟାଚ ଟିକେଟ୍

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଶେଷ ହୋଇଥିଲାବେଳେ ଆଜି ଏବଂ ଆସନ୍ତାକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହିତ ଅନବନ୍ଧିତ ସଂସ୍ଥାଗୁଡ଼ିକ ପାଇଁ ଟିକେଟ୍ ବିକ୍ରି ହେବ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଓସିଏ…

Plus Two Exams: ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ

ଆଜି ଘୋଷଣା ହେବ +୨ ପରୀକ୍ଷା ତାରିଖ । କେଉଁ ଦିନ କେଉଁ ପରୀକ୍ଷା ହେବ ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ। ଆସନ୍ତା ୨୨ ତାରିଖରୁ ୩୧ ତାରିଖ ସୁଦ୍ଧା ସରିବ ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା…

Demand For A Medical College: ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପାଇଁ ପାର୍ଲିମେଣ୍ଟରେ ଦାବି

ରାୟଗଡାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇଲେ ସାଂସଦ ସପ୍ତଗିରି ଉଲାକା । ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପାଇଁ ପାର୍ଲିମେଣ୍ଟରେ ଦାବି କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ସେ କହିଛନ୍ତି ଲୋକସଭାରେ ନିୟମ ୩୭୭ ଅନୁଯାୟୀ ଦକ୍ଷିଣ…

FIR Against Pradeep Majhi: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ମାମଲା ରୁଜୁ

ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଗୁଳି କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ…