ତାଜା ଖବର ରାଜ୍ୟ Nuapada Bye-Election: ନୂଆପଡା ଉପନିର୍ବାଚନ; ଆସନ୍ତା ୭ ତାରିଖରେ ନୂଆପଡ଼ା ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ November 2, 2025 Papirani ନୂଆପଡ଼ା ଉପ ନିର୍ବାଚନରେ କଂଗ୍ରେସ ସମର୍ଥିତ ଘାଷିରାମ ମାଝୀଙ୍କୁ ପାଇଁ ପ୍ରଚାର କରିବେ ଜାତୀୟ ସ୍ତରର ବହୁ ନେତା । ଏହାରି ମଧ୍ୟରେ ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର…
ଖେଳ ତାଜା ଖବର ଦେଶ ICC Women’s World Cup Final: ମହିଳା ବିଶ୍ୱକପ୍ ଫାଇନାଲ: ଭାରତକୁ ଟକ୍କର ଦେବ ଦକ୍ଷିଣ ଆଫ୍ରିକା November 2, 2025 Papirani ଆଜି ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବ ଟକ୍କର । ନାଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ଣ ୩ଟାରେ ଖେଳାଯିବ ମ୍ୟାଚ । ଭାରତ କିମ୍ବା ଦକ୍ଷିଣ…
ତାଜା ଖବର ଦେଶ ISRO: ଇତିହାସ ରଚିବା ଅଭିମୁଖେ ଇସ୍ରୋ: କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ November 2, 2025 Papirani ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ‘CMS-03’ ଉତ୍କ୍ଷେପଣ କରିବାକୁ ପ୍ରସ୍ତୁତ କରିଛି । ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ସହାୟତାରେ ପଠାଯିବ।…
ତାଜା ଖବର ରାଜ୍ୟ SI Exam Scam: ଏସଆଇ ପରୀକ୍ଷା ବାତିଲ୍ କରିବାକୁ ହୋଇଥିଲା ହଜାରେ କୋଟିର ଡିଲ୍: ଶଙ୍କର ପୃଷ୍ଟି November 2, 2025 Papirani ବହୁ ଚର୍ଚ୍ଚିତ ପୋଲିସ ଏସଆଇ ନିଯୁ୍କ୍ତି କେଳେଙ୍କାରୀ ଘଟଣାର ପ୍ରାୟ ଏକ ମାସ ପରେ ଗିରଫ ହୋଇଛି ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । କିଛି ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଛି ପୋଲିସ ଏସଆଇ…
ରାଜ୍ୟ Shankar Prusty Arrested: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ November 1, 2025 Nirvay ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ପ୍ରାୟ ୧ ମାସ ପରେ ଶେଷରେ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିକୁ ଶନିବାର ଦିନ…
ରାଜନୀତି ରାଜ୍ୟ Nuapada Bye-Election: ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କଲେ ସାଂସଦ ବୈଜୟନ୍ତ ପଣ୍ଡା November 1, 2025 Nirvay ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ବୈଜୟନ୍ତ ପଣ୍ଡା ନୂଆପଡ଼ାବାସୀଙ୍କୁ ନିବେଦନ…
ରାଜନୀତି ରାଜ୍ୟ Nuapada Bye-Election: ବନ୍ଧୁକ ମୂନରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି: ଲେଖାଶ୍ରୀ November 1, 2025 Nirvay ବନ୍ଧୁକ ମୂନରେ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ କରିଛି । ଏହି ଘଟଣା ନୂଆପଡ଼ା ନୁହେଁ, ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରିଛି ବୋଲି ବିଜେଡି ନେତ୍ରୀ ଡ଼ ସାମନ୍ତସିଂହାର କହିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି…
ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ା ଝଙ୍କଡ ପାଇକ ସମାଜର ବନ୍ଧୁମିଳନ ଉତ୍ସବରେ ଯୋଗଦେଲେ ବିଜେପି ନେତା November 1, 2025 Nirvay ନୂଆପଡ଼ା ଜିଲ୍ଲା ଝଙ୍କଡ ପାଇକ ସମାଜର ଏକ ବନ୍ଧୁମିଳନ ଉତ୍ସବ ଆଜି ନୂଆପଡ଼ା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ କ୍ଷୁଦ୍ର ଶିଳ୍ପ ତଥା ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଳାହାଣ୍ଡି…
ରାଜ୍ୟ Nuapada By-Election: ୨୦୨୯ ରେ ଭକ୍ତ ଦାସଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ କଂଗ୍ରେସ: ଲଲ୍ଲୁ November 1, 2025 Nirvay ଆଜି ନୂଆପଡ଼ା ସ୍ଥିତ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ ଯେ, ନୂଆପଡା ଓଡ଼ିଶାର ସବୁଠୁ ପଛୁଆ ଜିଲ୍ଲା । ଏହା ମଧ୍ୟ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଚିତ…
ରାଜନୀତି ରାଜ୍ୟ Nuapada Bypoll: ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ November 1, 2025 Nirvay ଶନିବାର ଦିନ ନୂଆପଡା ବ୍ଲକ ର ସେଠଜମ୍ପାନି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜନସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ ର ଲୋକେ ସ୍ୱାଗତ ଜଣାଇଥିଲେ । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ…