Day: 23 November 2025

T20 World Cup Cricket For Blind: ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍‌ ରେ ଭାରତ ଚାମ୍ପିୟନ

ପୁଣି ଇତିହାସ ରଚିଲେ ଭାରତୀୟ ମହିଳା । ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଛି ଭାରତ । କଲୋମ୍ବୋରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ନେପାଳକୁ ୭ ଓ୍ୱିକେଟରେ ହରାଇ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ଭାରତ…

Delhi Air Pollution: ଦିଲ୍ଲୀ ପ୍ରଦୂଷଣକୁ ଦେଖି ନିଷ୍ପତ୍ତି; ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀରେ ଚରମ ସୀମାରେ ପହଞ୍ଚିଛି ପ୍ରଦୂଷଣ । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ । ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରାଇଭେଟ୍‌ ଅଫିସ୍‌ମାନଙ୍କରେ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ରେ…

Humane Sagar Death Mystery: ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ସୂଚନା

ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ଧରୁନଥିବାବେଳେ ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ବଡ଼ ସୂଚନା ଦେଇଛନ୍ତି । ଡାକ୍ତର ସଞ୍ଜୀବ କର କହିଛନ୍ତି ଯେ ସେ ହ୍ୟୁମାନଙ୍କୁ କାମ କମ୍‌ କରି…

IAF Pilot Namansh Syal: ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କୁ ଭାରତୀୟ ବାୟୁସେନାର ପୂର୍ଣ୍ଣ ସାମରିକ ସମ୍ମାନ ପ୍ରଦାନ

ଭାରତୀୟ ବାୟୁସେନାର ଏୟାରକ୍ରାଫ୍ଟ ପାଇଲଟ ନମାଂଶ ସିୟାଲଙ୍କ ପାର୍ଥିବ ଶରୀର କୋଏମ୍ବାଟୁରର ସୁଲୁର ଏୟାରବେସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ ପ୍ରତିଷ୍ଠିତ ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଭାରତୀୟ ବାୟୁସେନାର…

Attempted Murder: ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ

ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ । ସାମାନ୍ୟ ଝଗଡ଼ାରୁ ଛୁରିରେ ଯୁବତୀଙ୍କ ବେକ କାଟି ଦେଲା ଯୁବକ। ଏହା ପରେ ଯୁବକକୁ କାବୁ କରି ଚନ୍ଦ୍ରଶେଖରପୁର ପୋଲିସ୍ ଜିମା ଦେଲେ ଲୋକେ । ଅନ୍ୟପଟେ…

Delhi Air Pollution: ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି

ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖାଯାଇଛି । ଚାରିଆଡ଼େ ଧୂଆଁଧୂଆଁ ହୋଇଛି ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ । ବିନା ମାସ୍କରେ ଘରୁ ବାହାରି ପାରୁନାହାନ୍ତି ଲୋକେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଆଜି ସକାଳେ…

Low Pressure: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା; ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏ ନେଇ ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିଛି ଘରୋଇ…