Day: 7 November 2025

Utkal Builders: ଆୟକର ଫାଙ୍କିବା ଅଭିଯୋଗ; ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା 

ଉତ୍କଳ ବିଲଡର୍ସରେ ବଡ଼ ଧରଣର ଠକେଇ ଅଭିଯୋଗରେ ଚାରି ଦିନ ଧରି ଚାଲିଛି ଆୟକର ଚଢ଼ାଉ। ଉତ୍କଳ ବିଲଡର୍ସର ଭୁବନେଶ୍ବରରେ ଥିବା ୧୧ଟି କାର୍ଯ୍ୟାଳୟ ଓ କଲିକତା ସ୍ଥିତ ୩ଟି କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏହି ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ…

Shrimandira: ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ସେବାୟତ ବେଶରେ ଗର୍ଭଗୃହକୁ ପ୍ରବେଶ କଲେ ଶ୍ରଦ୍ଧାଳୁ

ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି । ଆଜି ଜଣେ ଶ୍ରଦ୍ଧାଳୁ ଗର୍ଭ ଗୃହକୁ ପ୍ରବେଶ କରିଥିବାବେଳେ ଅନ୍ୟଜଣଙ୍କ ନିକଟରୁ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଛି । ଆଜି ସକାଳେ ଜଣେ ଶ୍ରଦ୍ଧାଳୁ ସେବାୟତ ବେଶ…

Vande Mataram: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଦେଶ ପାଳୁଛି ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି । ଆଜି ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଗୀତ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତିର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବକୁ ଉଦଘାଟନ କରି ଉତ୍ସବରେ ଏକ ସ୍ମାରକୀ ଡାକଟିକଟ ଏବଂ…

Delhi Airport Chaos: ଦିଲ୍ଲୀ ଏୟାରପୋର୍ଟରେ ବିମାନ ଉଡ଼ାଣ ପ୍ରଭାବିତ; ୧୦୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ ଏୟାରପୋର୍ଟରେ ବିମାନ ଉଡ଼ାଣ ପ୍ରଭାବିତ । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ୧୦୦ ରୁ ଅଧିକ ଅନେକ ଉଡ଼ାଣ ଏକ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା।…

Nuapada Bypoll: ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବେ ନବୀନ ପଟ୍ଟନାୟକ

ନୂଆପଡ଼ା ଦଖଲ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହାରି ମଧ୍ୟରେ ନିଜ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ଭୋଟ ଭିକ୍ଷା କରିବା ଲାଗି ପୁଣି ଆସନ୍ତା କାଲି ନୂଆପଡ଼ା ଯିବେ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ…